little yogi adityanath
Feature 

ଚର୍ଚ୍ଚାରେ ଜୁନିଅର ଯୋଗୀ

ଚର୍ଚ୍ଚାରେ ଜୁନିଅର ଯୋଗୀ ନୋଏଡ଼ା: ଆଜିକାଲି ଇଣ୍ଟରନେଟ୍‌ରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବାଳକ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବେଶରେ ଦେଖାଯାଉଛନ୍ତି । କେବଳ ସେତିକି ନୁହେଁ ଏହି ନକଲି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଦୁଇ ପଟେ ଆଉ ଦୁଇ ଜଣ ବାଳକ ଯାଉଛନ୍ତି, ଯିଏ ବ୍ଲାକ୍‌ ଡ୍ରେସ୍‌ରେ କମାଣ୍ଡୋଙ୍କ ପରି ଚାଲୁଛନ୍ତି ଏବଂ ପଛରେ ଜୟ ଶ୍ରୀରାମର ନାରା ଆଉ ଲୋକଙ୍କ ଭିଡ଼ ଜମିଛି । ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ନୋଏଡାର ରାସ୍ତାରେ […]
Read More...

Advertisement