ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି , ପ୍ରେମଚନ୍ଦ

ଜଣେ ବିଶିଷ୍ଟ ହିନ୍ଦୀ ଓ ଉର୍ଦ୍ଦୁ ଭାଷାର ଲେଖକ ତଥା ଔପନ୍ୟାସିକ ଭାବେ ତାଙ୍କର ରହିଛି ଅନନ୍ୟ ପରିଚୟ । ୩୧ ଜୁଲାଇ, ୧୮୮୦ ମସିହାରେ ଉତ୍ତର ପ୍ରଦେଶ ବନାରସରରେ ତାଙ୍କର ଜନ୍ମ ହୋଇଥିଲା । ତାଙ୍କର ସମସ୍ତ ଲେଖାରେ ସେ ନିଜ ଉପନାମ ନବାବ ରାୟ ହିଁ ବ୍ୟବହାର କରୁଥିଲେ । ତାଙ୍କ ଲେଖାଗୁଡ଼ିକ ପଢ଼ି ଖୁସି ହୋଇ ସମାଜରେ ତାଙ୍କର ଅଗଣିତ ପାଠକ ତାଙ୍କ ନାଁକୁ ମୁନସୀ ପ୍ରେମଚାନ୍ଦ ଦେଇଥିଲେ । ସିଏ ଉର୍ଦ୍ଦୁ […]

ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି , ପ୍ରେମଚନ୍ଦ
Samaya Live Picture
Published On

ଜଣେ ବିଶିଷ୍ଟ ହିନ୍ଦୀ ଓ ଉର୍ଦ୍ଦୁ ଭାଷାର ଲେଖକ ତଥା ଔପନ୍ୟାସିକ ଭାବେ ତାଙ୍କର ରହିଛି ଅନନ୍ୟ ପରିଚୟ । ୩୧ ଜୁଲାଇ, ୧୮୮୦ ମସିହାରେ ଉତ୍ତର ପ୍ରଦେଶ ବନାରସରରେ ତାଙ୍କର ଜନ୍ମ ହୋଇଥିଲା । ତାଙ୍କର ସମସ୍ତ ଲେଖାରେ ସେ ନିଜ ଉପନାମ ନବାବ ରାୟ ହିଁ ବ୍ୟବହାର କରୁଥିଲେ । ତାଙ୍କ ଲେଖାଗୁଡ଼ିକ ପଢ଼ି ଖୁସି ହୋଇ ସମାଜରେ ତାଙ୍କର ଅଗଣିତ ପାଠକ ତାଙ୍କ ନାଁକୁ ମୁନସୀ ପ୍ରେମଚାନ୍ଦ ଦେଇଥିଲେ । ସିଏ ଉର୍ଦ୍ଦୁ ଓ ହିନ୍ଦୀ ଭାଷାରେ ପ୍ରାୟ ଅନେକ ଉପନ୍ୟାସ, କ୍ଷୁଦ୍ର ଗଳ୍ପ, କେତେଗୁଡ଼ିଏ ନିବନ୍ଧ ମଧ୍ୟ ଲେଖିଛନ୍ତି । ତାଙ୍କର ଉପନ୍ୟାସ ଗୁଡ଼ିକ ମଧ୍ୟରୁ ସେବାସଦନ, ରଙ୍ଗମଞ୍ଚ, ଗବନ, ନିର୍ମଳା ଓ ଗୋଦାନ ବହୁ ଆଦୃତ । ପ୍ରେମଚନ୍ଦଙ୍କ ପିତା ମୁନସି ଅଜାଇବ ଲାଲ ଜଣେ ପୋଷ୍ଟାଲ କିରାନୀ ଥିଲେ । ପ୍ରେମଚନ୍ଦ ପିଲାବେଳେ ତାଙ୍କ ପାଠପଢା ମାଦ୍ରାସାରେ ପୂର୍ଣ୍ଣ କରିଥିଲେ । ଏହି ମହାନ ଲେଖକଙ୍କର ମୃତ୍ୟୁ ୮ ଅକ୍ଟୋବର ୧୯୩୬ରେ ହୋଇଥିଲେ । ତାଙ୍କର କାଳଜୟୀ ଲେଖା ପାଇଁ ତାଙ୍କୁ ଆଜି ବି ଲୋକ ମନେ ରଖିଛନ୍ତି ।

Tags: