ଶୁଭ ଜନ୍ମଦିନ, ଲାଲକୃଷ୍ଣ ଆଡ଼ଭାନୀ
୧୯୨୭ରେ ନଭେମ୍ବର ୮ରେ ଜନ୍ମଗ୍ରହଣ କରିଥିଲେ ଭାରତର ବରିଷ୍ଠ ରାଜନେତା ଲାଲକୃଷ୍ଣ ଆଡଭାନୀ । ତାଙ୍କର ନିସ୍ୱାର୍ଥପର ରାଜନୀତି ସବୁବେଳେ ତାଙ୍କୁ ଭିଡ ଭିତରେ ଭିନ୍ନ କରିଥାଏ । ସେ ୨୦୦୨ ମସିହାରୁ ୨୦୦୪ ମସିହା ପର୍ଯ୍ୟନ୍ତ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ଉପ-ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ଆଡ଼ଭାନୀ ଭାରତୀୟ ଜନତା ଦଳର ସହ-ପ୍ରତିଷ୍ଠାତା ଏବଂ ଜଣେ ବରିଷ୍ଠ ରାଜନୀତିଜ୍ଞ । ସେ ୧୦ମ ଓ ୧୪ଶ ଲୋକସଭାର ବିରୋଧୀ ଦଳର ନେତା ଭାବରେ […]
୧୯୨୭ରେ ନଭେମ୍ବର ୮ରେ ଜନ୍ମଗ୍ରହଣ କରିଥିଲେ ଭାରତର ବରିଷ୍ଠ ରାଜନେତା ଲାଲକୃଷ୍ଣ ଆଡଭାନୀ । ତାଙ୍କର ନିସ୍ୱାର୍ଥପର ରାଜନୀତି ସବୁବେଳେ ତାଙ୍କୁ ଭିଡ ଭିତରେ ଭିନ୍ନ କରିଥାଏ । ସେ ୨୦୦୨ ମସିହାରୁ ୨୦୦୪ ମସିହା ପର୍ଯ୍ୟନ୍ତ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ଉପ-ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ଆଡ଼ଭାନୀ ଭାରତୀୟ ଜନତା ଦଳର ସହ-ପ୍ରତିଷ୍ଠାତା ଏବଂ ଜଣେ ବରିଷ୍ଠ ରାଜନୀତିଜ୍ଞ । ସେ ୧୦ମ ଓ ୧୪ଶ ଲୋକସଭାର ବିରୋଧୀ ଦଳର ନେତା ଭାବରେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି । ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ସଭ୍ୟ ଭାବରେ ପ୍ରଥମେ ଯୋଗ ଦେଇ ପରେ ରାଜନୀତିରେ ପ୍ରବେଶ କରିଥିଲେ । ୨୦୨୪ ମସିହାରେ ତାଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ଭାରତରନିରେ ସମ୍ମାନିତ କରାଯାଇଥିଲା ।


