ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ,,, ଜତିନ୍ଦ୍ର ନାଥ ଦାସ

କୋଲକାତାରେ ୨୭ ଅକ୍ଟୋବର ୧୯୦୪ରେ ଜନ୍ମିତ ଜତିନ୍ଦ୍ର ନାଥ ଦାଶ ଜଣେ ବିଶିଷ୍ଟ ସ୍ୱତନ୍ତ୍ରତା ସେନାନୀ ସହିତ କ୍ରାନ୍ତିକାରୀ ଥିଲେ, ଯିଏ ଦେଶ ସ୍ୱାଧୀନତା ଆନ୍ଦୋଳନରେ ଖୁବ ସକ୍ରିୟ ରହିବା ସହିତ ଅନେକ କାର୍ଯ୍ୟ କରିଥିଲେ । ସେ ହିନ୍ଦୁସ୍ତାନ ସୋଶାଲିଷ୍ଟ ରିପବ୍ଲିକାନ ଆସୋସିଏସନର ସଦସ୍ୟ ଥିଲେ । ଲାହୋର ସେଣ୍ଟ୍ରାଲ ଜେଲରେ ସେ ଅନଶନ କରିଥିଲେ । ୧୯୨୧ ମସିହାରେ ସେ ମାତ୍ର ୧୭ ବର୍ଷରେ ଅସହଯୋଗ ଆନ୍ଦୋଳନରେ ସାମିଲ ହୋଇଥିଲେ । ଏହାର କିଛିବର୍ଷ […]

ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ,,, ଜତିନ୍ଦ୍ର ନାଥ ଦାସ
Samaya Live Picture
Published On

କୋଲକାତାରେ ୨୭ ଅକ୍ଟୋବର ୧୯୦୪ରେ ଜନ୍ମିତ ଜତିନ୍ଦ୍ର ନାଥ ଦାଶ ଜଣେ ବିଶିଷ୍ଟ ସ୍ୱତନ୍ତ୍ରତା ସେନାନୀ ସହିତ କ୍ରାନ୍ତିକାରୀ ଥିଲେ, ଯିଏ ଦେଶ ସ୍ୱାଧୀନତା ଆନ୍ଦୋଳନରେ ଖୁବ ସକ୍ରିୟ ରହିବା ସହିତ ଅନେକ କାର୍ଯ୍ୟ କରିଥିଲେ । ସେ ହିନ୍ଦୁସ୍ତାନ ସୋଶାଲିଷ୍ଟ ରିପବ୍ଲିକାନ ଆସୋସିଏସନର ସଦସ୍ୟ ଥିଲେ । ଲାହୋର ସେଣ୍ଟ୍ରାଲ ଜେଲରେ ସେ ଅନଶନ କରିଥିଲେ । ୧୯୨୧ ମସିହାରେ ସେ ମାତ୍ର ୧୭ ବର୍ଷରେ ଅସହଯୋଗ ଆନ୍ଦୋଳନରେ ସାମିଲ ହୋଇଥିଲେ । ଏହାର କିଛିବର୍ଷ ପରେ ୧୯୨୫ରେ କୋଲକାତାରେ ପାଠ ପଢୁଥିବା ସମୟରେ ତାଙ୍କୁ ପୋଲିସ ଗିରଫ କରିଥିଲା । ଯେଉଁଠାରେ ସେ କଏଦୀଙ୍କ ପ୍ରତି ହେଉଥିବା ଅବିଚାର ବିରୋଧରେ ଅନଶନ କରିଥିଲେ । ଏହି ଅନଶନ ସମୟରେ ୧୩ ଡିସେମ୍ବର ୧୯୨୯ରେ ତାଙ୍କର ଦେହାନ୍ତ ହୋଇଥିଲା ।

Tags: