Liquor seized
ଓଡ଼ିଶା 

୬୫୦ ଲିଟର ମଦ ଜବତ, ୧୫ ଗିରଫ

୬୫୦ ଲିଟର ମଦ ଜବତ, ୧୫ ଗିରଫ ଭଞ୍ଜନଗର : ସ୍ଥାନୀୟ ପୋଲିସ ନିକଟସ୍ଥ ନାହାତୁଠ ସାହିରେ ଚଢାଉ କରି ୬୫୦ ଲିଟର ରନ୍ଧା ମହୁଲି ମଦ ଜବତ କରିବାସହ ଏଥିରେ ସଂପୃକ୍ତି ଅଭିଯୋଗରେ ୧୫ଜଣଙ୍କୁ ଗିରଫ କରିଛି । ଏଥିସହ ମଦ ତିଆରିରେ ଆବଶ୍ୟକ ହେଉଥିବା ୭ହଜାର ଲିଟର ପୋଚ ମଧ୍ୟ ନଷ୍ଟ କରିଛି ପୋଲିସ । ମିଳିଥିବା ସୁଚନା ଅନୁସାରେ ନିକଟସ୍ଥ ନାହାତୁଠ ସାହିରେ ବିପୁଳ ପରିମାଣର ମଦ ରନ୍ଧା ହେଉଥିବା ନେଇ ପୋଲିସ ପାଖରେ ସୁଚନା ମିଳିବାପରେ ଥାନା ଅଧିକାରୀ ସୁଦୀପ୍ତ […]
Read More...

Advertisement