lingaraj bahuda yatra
ଓଡ଼ିଶା 

ଆଜି ଲିଙ୍ଗରାଜଙ୍କ ବାହୁଡା ଯାତ୍ରା

ଆଜି ଲିଙ୍ଗରାଜଙ୍କ ବାହୁଡା ଯାତ୍ରା ଭୁବନେଶ୍ୱର: ଅପ୍ରେଲ ୧୩: ଲିଙ୍ଗରାଜ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା । ରୁକୁଣାରଥରେ ବିଜେ ହୋଇ ରାମେଶ୍ୱର ମନ୍ଦିରରୁ ଆଜି ଫେରିବେ ବାବା। ସକାଳ ୬ଟା ୩୦ରୁ ମଙ୍ଗଳ ଆଳତୀ ଓ ଅବକାଶ ନୀତି ଶେଷ ପରେ ସାହାଣ ମେଳା ଦର୍ଶନ ଚାଲିଛି । ପରେ ଅନ୍ୟନୀତିକାନ୍ତି ସହ ଦିନ ୧ଟା ୩୦ରେ ପହଣ୍ଡି କରାଯିବ । ୩ଟା ୩୦ରେ ରଥ ଟଣା ଆରମ୍ଭ କରିବାକୁ ନିର୍ଘଣ୍ଟ ହୋଇଛି ।ଶାନ୍ତି ଶୃଙ୍ଖଳାର ସହ ଯାତ୍ରା ହେବା ପାଇଁ ବ୍ୟାପକ ବ୍ୟବସ୍ଥା […]
Read More...

Advertisement