ଜଖିଆ

ଜଖିଆ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଉଷୁନା ଚାଉଳ ଚକୁଳି

 ସାମଗ୍ରୀ

ସମ୍ବନ୍ଧିତ ଖବର ପସନ୍ଦର ସ୍ନିକର

ଆଳୁ, ଜଖିଆ ମଞ୍ଜି ( ପାହାଡ଼ି ଅଞ୍ଚଳର ଏକ ପ୍ରକାର କଳା ଜିରା ଭଳି ଦେଖାଯାଉଥିବା ମଞ୍ଜି ), ସୋରିଷ ତେଲ,

ସମ୍ବନ୍ଧିତ ଖବର ମୁଢିଘାଣ୍ଟ

କଞ୍ଚା ଲଙ୍କା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଲୁଣ, ଧନିଆ ପତ୍ର ।

ପ୍ରସ୍ତୁତି

 ପ୍ରଥମେ ଏକ କଡ଼େଇରେ ସୋରିଷ ତେଲ ଗରମ କରନ୍ତୁ।  ଏବେ ସେଥିରେ ଜଖିଆ ମଞ୍ଜି ପକାନ୍ତୁ। ମଞ୍ଜିଗୁଡ଼ିକ ଫୁଟିବା ଆରମ୍ଭ କଲେ କଞ୍ଚା ଲଙ୍କା ପକାନ୍ତୁ।  ଏବେ କଟା ହୋଇଥିବା ସିଝା ଆଳୁକୁ ପକାଇ ତେଲ ଏବଂ ଜଖିଆ ସହ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ଏବଂ ସ୍ବାଦ ଅନୁସାରେ ଲୁଣ ପକାନ୍ତୁ। ମଧ୍ୟମ ଆଞ୍ଚରେ ୫-୭ ମିନିଟ୍ ପର୍ଯ୍ୟନ୍ତ ଆଳୁକୁ ଭାଜନ୍ତୁ ଯେପରି ଆଳୁର ଚାରିପାଖ ସାମାନ୍ୟ ନାଲି ପଡ଼ିଯିବ ଏବଂ ମୁଡ଼ମୁଡ଼ିଆ ହେବ।  ଶେଷରେ କଟା ଧନିଆ ପତ୍ର ଉପରେ ପକାଇ ଗରମ ଗରମ ପରଷନ୍ତୁ। ଏହା ଖୁବ ସ୍ବାଦିଷ୍ଟ ହୋଇଥାଏ ।

Tags:

Related Posts

ପସନ୍ଦର ସ୍ନିକର

ପସନ୍ଦର ସ୍ନିକର

ପିଠା ମୁଣି 

ପିଠା ମୁଣି 

ଉଷୁନା ଚାଉଳ ଚକୁଳି

ଉଷୁନା ଚାଉଳ ଚକୁଳି

ମୁଢିଘାଣ୍ଟ

ମୁଢିଘାଣ୍ଟ