ବାସ୍ତୁରେ ସକରାତ୍ମକତା

ବାସ୍ତୁରେ ସକରାତ୍ମକତା
Ipsita Picture
By: Ipsita


 - ସର୍ବଦା ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ଗଛ, ପୋଲ୍‌ କିମ୍ବା ପିଲାରକୁ ରଖନ୍ତୁ ନାହିଁ । ସେହିଭଳି ମରିଯାଇଥିବା ଗଛ ଘର ପାଖରେ ରଖନ୍ତୁନି ।
- ଗାଧୁଆଘରର କବାଟ ଓ ସେଠାରେ ଲାଗିଥିବା ଟ୍ୟାପକୁ ସର୍ବଦା ବନ୍ଦ ରଖନ୍ତୁ 
- ସେହିଭଳି ଘରେ ଆକ୍ୱାରିୟମ୍‌ ରଖିବାକୁ ଚାହୁଁଥିଲେ ଏହାକୁ ଉତ୍ତରପୂର୍ବ ଦିଗରେ ରଖନ୍ତୁ ।
- ଶୋଇବା ସମୟରେ ବ୍ୟବହାର ହେଉନଥିବା ବୈଦ୍ୟୁତିକ ଉପକରଣକୁ ବନ୍ଦ ରଖନ୍ତୁ ।
- ଘରର ପ୍ରବେଶ ଦ୍ୱାର ପାଖରେ ଅଳିଆ ରଖନ୍ତୁ ନାହିଁ ।
- ଘରେ କେବେ ବି ଭଙ୍ଗା ବାସନ ବ୍ୟବହାର କରନ୍ତୁ ନାହିଁ ।
- ସୂର୍ଯ୍ୟକିରଣ ଓ ସତେଜ ପବନ ଘରେ ସକରାତ୍ମକତା ଭରିଥାଆନ୍ତି । ତେଣୁ ଘରେ କିଭଳି ସର୍ବଦା ସୂର୍ଯ୍ୟକିରଣ ଓ ପବନ ଯିବା ଆସିବା ହେବ ସେନେଇ ଧ୍ୟାନ ଦିଅନ୍ତୁ । ଏଥିପାଇଁ ଘରର ଝରକା ସର୍ବଦା ଖୋଲା ରଖନ୍ତୁ ।

Read More କର୍‌ଓ୍ୱାର ଫିସ୍‌ କରି

Tags:

Related Posts