କଣ୍ଡିସନିଂ ପାଇଁ ଟିପ୍ସ

ସାଧାରଣତଃ ଆମେ ଆମ କେଶକୁ ସୁନ୍ଦର ତଥା ଆକର୍ଷଣୀୟ କରିବା ଲାଗି ଏଥିରେ ବିଭିନ୍ନ ପ୍ରକାରର ପ୍ରଡକଫ ବ୍ୟବହାର କରିଥାଉ । ବଜାରରେ ମିଳୁଥିବା ଦାମୀ ସାମ୍ପୋ ଠାରୁ ଆରମ୍ଭ କରି କଣ୍ଡିସନରର ବ୍ୟବହାର ମଧ୍ୟ କରିଥାଉ । ମାତ୍ର ଅନେକ ସମୟରେ କଣ୍ଡିସନରଗୁଡିକର ପାଶ୍ୱର୍ ପ୍ରତିକ୍ରିୟା ରହିଥାଏ, ଯାହା ଆମ କେଶକୁ ଖରାପ କରିବା ସହିତ ବିଭିନ୍ନ ପ୍ରକାରର କେଶ ସମସ୍ୟା ମଧ୍ୟ ଦେଖାଯାଇଥାଏ । ତେଣୁ ରେଡିମେଡ୍‌ କଣ୍ଡିସନର ପରିବର୍ତ୍ତେ ଆମେ ଘରୋଇ ସାମଗ୍ରୀର […]

Samaya Live Picture
Published On

ସାଧାରଣତଃ ଆମେ ଆମ କେଶକୁ ସୁନ୍ଦର ତଥା ଆକର୍ଷଣୀୟ କରିବା ଲାଗି ଏଥିରେ ବିଭିନ୍ନ ପ୍ରକାରର ପ୍ରଡକଫ ବ୍ୟବହାର କରିଥାଉ । ବଜାରରେ ମିଳୁଥିବା ଦାମୀ ସାମ୍ପୋ ଠାରୁ ଆରମ୍ଭ କରି କଣ୍ଡିସନରର ବ୍ୟବହାର ମଧ୍ୟ କରିଥାଉ । ମାତ୍ର ଅନେକ ସମୟରେ କଣ୍ଡିସନରଗୁଡିକର ପାଶ୍ୱର୍ ପ୍ରତିକ୍ରିୟା ରହିଥାଏ, ଯାହା ଆମ କେଶକୁ ଖରାପ କରିବା ସହିତ ବିଭିନ୍ନ ପ୍ରକାରର କେଶ ସମସ୍ୟା ମଧ୍ୟ ଦେଖାଯାଇଥାଏ । ତେଣୁ ରେଡିମେଡ୍‌ କଣ୍ଡିସନର ପରିବର୍ତ୍ତେ ଆମେ ଘରୋଇ ସାମଗ୍ରୀର ମଧ୍ୟ ବ୍ୟବହାର କରିପାରିବା ।
– ଅଣ୍ଡା ଓ ତେଲର ମିଶ୍ରଣ ପ୍ରସ୍ତୁତ କରି ଏହାକୁ କେଶରେ ଲଗାନ୍ତୁ । ଅଣ୍ଡାର ହଳଦିଆ ଅଂଶରେ ନଡିଆ ତେଲ ମିଶାଇ ପ୍ରଥମେ ଏହାର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ପରେ ଏହାକୁ କେଶରେ ଲଗାଇ କିଛି ସମୟ ପାଇଁ ମସାଜ୍‌ କରନ୍ତୁ । ଏଫହା କଣ୍ଡିସନରର ଏକ ଉନ୍ନତ ବିକଳ୍ପ ସାବ୍ୟସ୍ତ ହେବ । କେଶକୁ ସୁନ୍ଦର ତଥା ଉଜ୍ଜ୍ୱଳ କରିବା ସହିତ ମୁଲାୟମ ରଖିବାରେ ମଧ୍ୟ ସାହାଯ୍ୟ କରିବ ।
– ଦହିକୁ ମଧ୍ୟ କଣ୍ଡିସନରର ବିକଳ୍ପ ଭାବେ ଆପଣ ବ୍ୟବହାର କରିପାରିବେ । ଏହା ଆପଣଙ୍କ କେଶକୁ ଶକ୍ତ ରଖିବା ସହିତ ଚମକ୍‌ ପ୍ରଦାନ କରିବ । ଏହାଦ୍ୱାରା ରୂପି ସମସ୍ୟା ମଧ୍ୟ ହ୍ରାସ ପାଇବ ।
-କଦଳୀ ଓ ମହୁର ଏକ ପ୍ୟାକ୍‌ ପ୍ରସ୍ତୁତ କରି ଏହାକୁ କେଶରେ ଲଗାନ୍ତୁ । ଅଳ୍ପ ଦିନ ମଧ୍ୟରେ ଫରକ ଜାଣିପାରିବେ । କଦଳୀ ଓ ମହୁ ହେୟାର୍‌ମାସ୍କ ନା କେବଳ କେଶକୁ ସୁନ୍ଦର ରଖିବ, ବିଭିନ୍ନ କେଶ ସମସ୍ୟାରୁ ମଧ୍ୟ ମୁକ୍ତି ଦେବ ।

Tags: