ଡେଙ୍ଗୁ ରୋଗର ଲକ୍ଷଣ
ଡେଙ୍ଗୁ ହେବାରେ ଲକ୍ଷଣ ଜ୍ୱର ହୋଇଥାଏ ।ଏହା ଲାଭା ର୍ନାମକ ବିଶୁଦ୍ଧ ପାଣିରେ ବ୍ୟପିଥାଏ । ଡେଙ୍ଗୁ ରୋଗ ଅନ୍ୟାନ ରୋଗି ପରି ସାଧାରଣ ଜ୍ଜରରୁ ଆରମ୍ଭ ହୋଇଥାଏ । ଡେଙ୍ଗୁ ଏଡିସିମଶା କାମୁଡିବା ଦ୍ୱାରା ଡେଙ୍ଗୁ , ଏହି ଜୀବାଣୁ ରୋଗି ଶରୀରକୁ ଯାଇଁ ରୋଗ ସୃଷ୍ଟି କରିଥାଏ । ଏହା ବିଶେଷ କରି ରୋଗିକୁ ରାତିରେ ଅଧିକ ଜ୍ଜର ହୋଇଥାଏ ଓ ରୋଗିର ପେଟରେ ବହୁତ ଯନ୍ତ୍ରଣା ହୋଇଥାଏ ରୋଗିର ଅଧିକ ବାନ୍ତି ହୋଇଥାଏ […]
ଡେଙ୍ଗୁ ହେବାରେ ଲକ୍ଷଣ ଜ୍ୱର ହୋଇଥାଏ ।ଏହା ଲାଭା ର୍ନାମକ ବିଶୁଦ୍ଧ ପାଣିରେ ବ୍ୟପିଥାଏ । ଡେଙ୍ଗୁ ରୋଗ ଅନ୍ୟାନ ରୋଗି ପରି ସାଧାରଣ ଜ୍ଜରରୁ ଆରମ୍ଭ ହୋଇଥାଏ । ଡେଙ୍ଗୁ ଏଡିସିମଶା କାମୁଡିବା ଦ୍ୱାରା ଡେଙ୍ଗୁ , ଏହି ଜୀବାଣୁ ରୋଗି ଶରୀରକୁ ଯାଇଁ ରୋଗ ସୃଷ୍ଟି କରିଥାଏ । ଏହା ବିଶେଷ କରି ରୋଗିକୁ ରାତିରେ ଅଧିକ ଜ୍ଜର ହୋଇଥାଏ ଓ ରୋଗିର ପେଟରେ ବହୁତ ଯନ୍ତ୍ରଣା ହୋଇଥାଏ ରୋଗିର ଅଧିକ ବାନ୍ତି ହୋଇଥାଏ ଏହାପରେ ରକ୍ତରେ ବହୁତ ଶିଘ୍ର ହ୍ରାସ ହେବାକୁ ଲାଗେ । ଏହାସହ ରୋଗି ବହୁତ ଦୃବଳ ହୋଇଯାଇ ଥାଏ । ଯେତେବେଳେ ରୋଗି ଖାଦ୍ୟଖାଏ ସେତେବେଳେ ରୋଗି ପେଟରେ କଠିନ ଖାଦ୍ୟା ହଜମ କରିବାରେ ଅସମର୍ଥ ହୋଇଯାଇଥାଏ ଫଳରେ ରୋଗିକୁ ତରଳ ଖାଦ୍ୟ ଖାଇଗାକୁ ପଡେ । ଏହି ରୋଗରେ ଅନେକ ସମୟରେ ବହୁତ ରୋଗିଙ୍କର ନାକ ଓ ଗଳାରୁ ରକ୍ତ ଶ୍ରାବ ହୋଇଥାଏ । ରୋଗି ବହୁତ ଦୃବଳ ଅନୁଭବ କରିଥାଏ ।
୨-ଡେଙ୍ଗୁକୁ ରୋକିବାର କାରଣ
ସାଧାରଣ ବର୍ଷାରୁତୁ ଆସିବା ପୁର୍ବରୁ ବା ଆସିବା ପରେ ଆପଣମାନେ ମଧ୍ୟ ସତର୍କତା ଅବଲମ୍ବନ କରିବା ଉଚିତ୍ । ଯାହା ଦ୍ୱାରା କି ବିପଦର୍ଯୟକ ଡେଙ୍ଗୁ ହେବନାହିଁ ।
୨-ଘର ଓ ଘରର ଆଖପାଖରେ ଯେଉଁଠାରେ ପାଣି ଜମା ରହୁଛି । ସେହି ସ୍ଥାନରୁ ଜଳ ସଫାକରିବା ଦ୍ୱାରା ଡେଙ୍ଗୁ ମଶାମାନଙ୍କର ପ୍ରଜନନ ସ୍ଥାନ ସୃଷ୍ଟି ହେବ ନାହିଁ । ଏ ମଶାମାନେ କୁଲର ସାହାର୍ଯ୍ୟରେ ଆସିଥାଏ ,ଯଦି ଆପଣ ସବୁ ଦିନ କୁଲରକୁ ପ୍ରତି ଦିନ କିରୋସିନ ପାଣି ବଦଳାଇ ସଫା କରିବା ଆବଶ୍ୟକ ହୋଇଥାଏ ।
୩- ଘରେ ମଶା ଘଉଡାଇବା ଯତ୍ର କିମ୍ବା ଧୁପ କାଠି ଲିମ୍ବଧୁଆଁ ବ୍ୟବହାର କରନ୍ତୁ ।
୪- ନିୟମିତ ପ୍ରତିଦିନ ରାତିରେ ଶୋଇବା ସମୟରେ ମଶାରି ଟାଗି ଶୋଇବା ଉଚିତ୍ଏହା ଦ୍ୱାରା ମଶା କାମୁଡି ନଥାଏ ।
୫-ଆପଣ ରହୁଥିବା ଘରର ଆଖପାଖରେ ଅଞ୍ଚଳରେ ଅଳ୍ପ କୁହୁଡି ପରି ଧୁଆ କରନ୍ତୁ , ସେହି ସ୍ଥାନରୁ ମଶା ପଳେଇ ଯିବେ ।
୬- ଆପଣଙ୍କ ଘରେ ରହିଥିବା ଟାୟାର, ନଡିଆଖୋଳ, ମାଠିଆ ଓ ପାଣି ଜମି ରହୁଥିବା ଡବା ଗୁଡିକୁ ସଫାକରି ରଖିବା ଦରକାର ।
୭-ଆପଣଙ୍କ ଆଖପାଖରେ ଥିବା ବଜାରରେ ମଶା ଘଉଁଡାଇବା ବ୍ୟାଟ୍ନିଟନ ମଧ୍ୟ ମିଳୁଅଛି ତାକୁ ଆଣି ବ୍ୟବହାର କରିବା ଦ୍ୱାରା ମଶା ମରିଜିବେ ।




