ସିମେଇ ଲଡୁ

ସିମେଇ ଲଡୁ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ବୁଟ ଡାଲି ପଲଉ

ସାମଗ୍ରୀ -  ସିମେଇ ୨୫୦ ଗ୍ରାମ, ନଡିଆ ଗୋଟିଏ, ଚିନି ୨୫୦ ଗ୍ରାମ, କାଜୁ, କିସମିସ, ଗୁଜୁରାତି, ଘିଅ ଅଧାକପ ।

ସମ୍ବନ୍ଧିତ ଖବର ଆଖିକୁ ସଫା ହେଲେ ଜୀବାଣୁର ଘର

ପ୍ରଣାଳୀ  - ପ୍ରଥମେ କାଜୁ କିସମିସକୁ ଛୋଟଛୋଟ କରି କାଟି ଘିଅରେ ଭାଜି ନିଅନ୍ତୁ । ଏହାପରେ ଗୁଜୁରାତି ଗୁଣ୍ଡ କରିନିଅନ୍ତୁ । କଡ଼େଇରେ ଚିନି ପକାଇ ଆଞ୍ଚରେ ବସାନ୍ତୁ । ସେଥିରେ ନଡିଆ କୋରା ପକାଇ ଗୋଳାଇ ଦିଅନ୍ତୁ । ଚିନି ଅଠାଳିଆ ହୋଇଗଲେ ଏଥିରେ ଭଜା ସିମେଇ, କାଜୁକିସମିସ, ଗୁଜୁରାତି ଗୁଣ୍ଡ ମିଶାଇ ଅଳ୍ପ ସମୟ ଭାଜନ୍ତୁ । ଥଣ୍ଡା ହୋଇଗଲେ ହାତରେ ଘିଅ ମାରି ଏହାକୁ ଲଡୁର ଆକାର ଦିଅନ୍ତୁ ପ୍ରସ୍ତୁତ ହୋଇଯିବ ସିମେଇ ଲଡୁ ।

ସମ୍ବନ୍ଧିତ ଖବର ଚିକେନ ୨.୦

Tags:

Related Posts

ଚୁଡା ଘଷା

ଚୁଡା ଘଷା

ବୁଟ ଡାଲି ପଲଉ

ବୁଟ ଡାଲି ପଲଉ

ସୁସ୍ଥ ଅଭ୍ୟାସ

ସୁସ୍ଥ ଅଭ୍ୟାସ