ଲୁଣର ଉପକାର

ଲୁଣ କେବଳ ଯେ ଖାଦ୍ୟକୁ ସ୍ୱାଦିଷ୍ଟ କରିଥାଏ ତାହା ନୁହେଁ । ଏହା ଆମର ଭାଗ୍ୟକୁ ମଧ୍ୟ ଚମକାଇ ଥାଏ । ବାସ୍ତୁ ଅନୁଯାୟୀ ଏହାର ଅନେକ ଉପକାର ରହିଛି । ବେଳେବେଳେ ଘରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ, ଏହାସହିତ ଘରେ କୌଣସି କାରଣ ନଥାଇ ମଧ୍ୟ ଝଗଡା ହୋଇଥାଏ । ଯଦି ଏଥିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ବୁଧବାର ଓ ଶନିବାର ଦିନ ଘରେ ଲୁଣକୁ ପାଣିରେ ମିଶାଇ ଘର ପୋଛନ୍ତୁ । […]

ଲୁଣର ଉପକାର
Samaya Live Picture
Published On

ଲୁଣ କେବଳ ଯେ ଖାଦ୍ୟକୁ ସ୍ୱାଦିଷ୍ଟ କରିଥାଏ ତାହା ନୁହେଁ । ଏହା ଆମର ଭାଗ୍ୟକୁ ମଧ୍ୟ ଚମକାଇ ଥାଏ । ବାସ୍ତୁ ଅନୁଯାୟୀ ଏହାର ଅନେକ ଉପକାର ରହିଛି । ବେଳେବେଳେ ଘରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ, ଏହାସହିତ ଘରେ କୌଣସି କାରଣ ନଥାଇ ମଧ୍ୟ ଝଗଡା ହୋଇଥାଏ । ଯଦି ଏଥିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ବୁଧବାର ଓ ଶନିବାର ଦିନ ଘରେ ଲୁଣକୁ ପାଣିରେ ମିଶାଇ ଘର ପୋଛନ୍ତୁ । ଏହା ଦ୍ୱାରା ଅନେକ ବାସ୍ତୁ ଦୋଷ ଦୂର ହୋଇଥାଏ । ଲୁଣ ଘରର ନେଗେଟିଭ୍‌ ଏନର୍ଜିକୁ ଦୂର କରିଥାଏ । ଘରେ ସୁଖ ଶାନ୍ତି ଆଣିଥାଏ, ଘର ଲୋକଙ୍କର ସମୃଦ୍ଧି ଘଟିଥାଏ । ଘରୁ ବାସ୍ତୁ ଦୋଷ, କଳହ, ଆର୍ଥିକ ସମସ୍ୟା ଆଦି ଦୂର ହୋଇଥାଏ ।

Tags: