ପୂଜା ଘରର ସତର୍କ

ପୂଜା ଘରର ସତର୍କ
Ipsita Picture
By: Ipsita
Published On


ସାଧାରଣତଃ ସମସ୍ତଙ୍କର ପୂଜାପାଠ ଉପରେ ବିଶ୍ୱାସ ରହିଥାଏା ଘରେ ମଧ୍ୟ ସମସ୍ତଙ୍କର ପୂଜା ପାଠ କରାଯାଇଥାଏା ଦିନର କାର୍ଯ୍ୟ ଆରମ୍ଭ ପୂଜା ପାଠରୁ ହୋଇଥାଏା ତେବେ ହିନ୍ଦୁ ଧର୍ମରେ ଏହି ପୂଜା ପାଠର କେତେକ ନିୟମ ରହିଛି, ଯାହାକୁ ମାନିବା ନିତାନ୍ତ ଜରୁରୀା ସେହିଭଳି କଥାକୁ ଧ୍ୟାନ ଦେବାର ରହିଛିା ଆସନ୍ତୁ ପଢିବା ସେହିଭଳି କିଛି ନିମୟ ବିଷୟରେ 
- କେତେବେଳେ ବି ଭଗବାନ କିମ୍ବା ନିଜ ଠାରୁ ବଡଲୋକଙ୍କୁ ଗୋଟିଏ ହାଥରେ ପ୍ରଣାମ କରନ୍ତୁ ନାହିାଁ ଏହାସହ ଶୋଇଥିବା ବ୍ୟକ୍ତିଙ୍କୁ ମଧ୍ୟ କେବେ ବି ପ୍ରଣାମ କରନ୍ତୁ ନାହିାଁ
- ଏହାସହ କୌଣସି ବି ପୂଜା ପାଠ ସରିବା ପରେ ପ୍ରଣାମ କରିବା ସମୟରେ ଡାହାଣ ପାଦକୁ ଡାହାଣ ହାତ ଓ ବାମକୁ ବାମ ହାତରେ ଛୁଇଁ ପ୍ରଣାମ କରନ୍ତୁା
 - ଜପ କରିବା ସମୟରେ ଜିଭ କିମ୍ବା ଓଠ ହଲାନ୍ତୁ ନାହିାଁ ମନେମନେ ଠାକୁରଙ୍କୁ ସ୍ମରଣ କରନ୍ତୁା ଏହାସହ ଜପ ପରେ ଭୂମି ଛୁଇଁ ପ୍ରଣାମ କରନ୍ତୁା ଏପରି କରିବା ଦ୍ୱାରା ଜପର ପୂରା ଫଳ ମିଳିଥାଏା
- ସଂକ୍ରାନ୍ତି, ଦ୍ୱାଦଶୀ, ଅମାବାସ୍ୟା, ପୂର୍ଣ୍ଣିମା, ରବିବାର ଓ ସନ୍ଧ୍ୟା ସମୟରେ ତୁଳସୀ ଛିଡାଇବା ବାରଣ ଅଟୋ ସେହିଭଳି କେବେ ବି ଗୋଟିଏ ଦୀପରୁ ଅନ୍ୟ ଦୀପ ଲଗାନ୍ତୁ ନାହିାଁ
- ଶନିବାର ଦିନ ଅଶ୍ୱଥ ଗଛରେ ଜଳ ଦାନ କଲେ ଶୁଭ ହୋଇଥାଏା ଜଳଦାନ କରି ୭ଥର ପରିକ୍ରମା କରିବା ଦରକାରା
- ଦାନ କରିବା ସମୟରେ ସର୍ବଦା ଡାହାଣ ହାତରେ କରନ୍ତୁା ଏପରି କରିବା ଦ୍ୱାରା ଦାନର ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛିା
- ସେହିଭଳି ଘରେ ଶ୍ରାଦ୍ଧ, ପୂଜା ଥିଲେ ଓ ଏକାଦଶୀ, ଅମାବାସ୍ୟା, ପୂର୍ଣ୍ଣିମାରେ ଖିଅର ହେବାର ନିଷେଧ ରହିଥିବା ବିଭିନ୍ନ ଧର୍ମଗ୍ରନ‘ରେ ରହିଛିା
- ସେହିଭଳି ସର୍ବଦା ଘିଅ ଦୀପକୁ ଠାକୁରଙ୍କର ଡାହାଣ ପଟେ ଓ ନିଜର ବାମ ପଟେ ରଖନ୍ତୁା ଏହାସହିତ ଚାଉଳ ରଖି ଦୀପ ଜାଳିଲେ ଆଶୀର୍ବାଦ ପ୍ରାପ୍ତହୋଇଥାଏା

Tags: