ରାଶି ଆରିସା

ଓଡିଆ ରୁଚି

ରାଶି ଆରିସା
Ipsita Picture
By: Ipsita



ସାମଗ୍ରୀ - ଅରୁଆ ଚାଳୁ ୧କେଜି, ରାଶି - ୧୦୦ ଗ୍ରାମ, ଚିନି - ୫୦୦ ଗ୍ରାମ, ଛାଣିବା ପାଇଁ ତେଲ ।
ପ୍ରଣାଳୀ - ପ୍ରଥମେ ଚାଉଳକୁ ଗୋଟିଏ ଦିନ ଆଗରୁ ଭିଜାଇ ନିଅନ୍ତୁ ଏହାପରେ ଏହାକୁ ଶୁଖାଇ ଆରିସା ଚୁନା ପ୍ରସ୍ତୁତ କରନ୍ତୁ । ଏହାପରେ କରେଇରେ ପାଣିଦେଇ ଚିନି ପକାନ୍ତୁ । ଚିନା ସିରାରେ ପରିଣତ ହୋଇ ଅଠା ହେବା ଆରମ୍ଭ କରିଲେ ଏଥିରେ ଚାଳୁ ଚୁନା ଓ ରାଶିକୁ ପକାଇ ଜନ୍ତନ୍ତୁ । ଖଳି ପ୍ରସ୍ତୁତ ହୋଇଯିବା ପରେ ଏଥିରୁ ଆରିସା ଗଢନ୍ତୁ ଏବଂ ଏହାକୁ ତେଲରେ ଛାଣି ନିଅନ୍ତୁ । ପ୍ରସ୍ତୁତ ହୋଇଯିବ ଓଡ଼ିଆ ଘରର ରାଶି ଆରିସା ।

ସମ୍ବନ୍ଧିତ ଖବର ଷ୍ଟାଇଲିଷ୍ଟ ସ୍ବେଟର

Tags:

Related Posts

ଜଗନ୍ନାଥ ବଲ୍ଲଭ

ଜଗନ୍ନାଥ ବଲ୍ଲଭ

 ମାଛ ଚପ

ମାଛ ଚପ