ରାଜମା ବର୍ଗର

ସାମଗ୍ରୀ – ବ୍ରେଡ ବନ, ସିଝା ଆଳୁ, ସିଝା ରାଜମା, ଗ୍ରୀନ ମଟର, ପେରିପେରି ମସଲା, ଗୋଲମରିଚ ଗୁଣ୍ଡ, ଲୁଣ, କଟା ଟମାଟୋ, ପିଆଜ, ବ୍ରେଡ କ୍ରମ୍ବ, କର୍ଣ୍ଣଫ୍ଲୋର । ସାମଗ୍ରୀ – ପ୍ରଥମେ ବ୍ରେଡ, ସିଝା ଆଳୁ, ରାଜମା ଓ ଗୁଣ୍ଡ ମସଲା ପକାଇ ମିଶାନ୍ତୁ । ଏହାକୁ ଟିକି ଭଳି କର୍ଣ୍ଣଫ୍ଲୋରରେ ବୁଡାଇ ବ୍ରେଡ କ୍ରମ୍ବରେ ଗଡାଇ ଭାଜି ନିଅନ୍ତୁ । ଏହାପରେ ବ୍ରେଡରେ ଟମାଟୋ କେଚଅପ ଓ ଏହି ଟିକି ସହିତ ଟମାଟୋ […]

ରାଜମା ବର୍ଗର

ସାମଗ୍ରୀ – ବ୍ରେଡ ବନ, ସିଝା ଆଳୁ, ସିଝା ରାଜମା, ଗ୍ରୀନ ମଟର, ପେରିପେରି ମସଲା, ଗୋଲମରିଚ ଗୁଣ୍ଡ, ଲୁଣ, କଟା ଟମାଟୋ, ପିଆଜ, ବ୍ରେଡ କ୍ରମ୍ବ, କର୍ଣ୍ଣଫ୍ଲୋର ।
ସାମଗ୍ରୀ – ପ୍ରଥମେ ବ୍ରେଡ, ସିଝା ଆଳୁ, ରାଜମା ଓ ଗୁଣ୍ଡ ମସଲା ପକାଇ ମିଶାନ୍ତୁ । ଏହାକୁ ଟିକି ଭଳି କର୍ଣ୍ଣଫ୍ଲୋରରେ ବୁଡାଇ ବ୍ରେଡ କ୍ରମ୍ବରେ ଗଡାଇ ଭାଜି ନିଅନ୍ତୁ । ଏହାପରେ ବ୍ରେଡରେ ଟମାଟୋ କେଚଅପ ଓ ଏହି ଟିକି ସହିତ ଟମାଟୋ ଓ ପିଆଜ କଟା ଦେଇ ପ୍ରସ୍ତୁତ କରନ୍ତୁ ବର୍ଗର ।

Tags: