ଆଳୁ ଖିରି

ଓଡିଆ ରୁଚି

ଆଳୁ ଖିରି
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଲବଙ୍ଗ ଲତା

ସମ୍ବନ୍ଧିତ ଖବର ଦୂର କରନ୍ତୁ ରୂପି ସମସ୍ୟା

 

ସାମଗ୍ରୀ

ସମ୍ବନ୍ଧିତ ଖବର କଣ ରହିଛି ଟ୍ରେଣ୍ଡ

 ଆଳୁ _ ୫ଟି, ଖୀର ଦୁଇ ଲିଟର, ଚିନି ଆବଶ୍ୟକ ଅନୁସାରେ, ଗୁଜୁରାତି ୪ଟି, କାଜୁ ୧୦ଟି, କିସମିସ ୧୦ଟି, ଘିଅ ଦୁଇ ଚାମଚ ।

ପ୍ରଣାଳୀ

ପ୍ରଥମେ କାଜୁ କିସମିସକୁ ଘିଅରେ ଭାଜି ନିଅନ୍ତୁ । ଗୁଜୁରାତିକୁ ଗୁଣ୍ଡ କରିନିଅନ୍ତୁ । ଆଳୁକୁ ସିଝାଇ ଚୋପା ଛଡାଇ ଚକଟି ରଖନ୍ତୁ । ଏହାପରେ ଗୋଟିଏ ମୋଟାଚକି ପାତ୍ରରେ ଖୀରକୁ ଆଞ୍ଚରେ ବସାଇ ଫୁଟାନ୍ତୁ । ଏହା ଫୁଟିଗଲେ ଏଥିରେ ଆଳୁ ଚକଟା ପକାଇ ଫୁଟାନ୍ତୁ । କିଛି ସମୟ ପରେ ଏଥିରେ ଚିନି ପକାନ୍ତୁ । ମିଶ୍ରଣ ଫୁଟି ଫୁଟି ବହଳିଆ ହୋଇଗଲେ ଏଥିରେ କାଜୁ କିସମିସ ଭଜା, ଗୁଜୁରାତି ଗୁଣ୍ଡ ମିଶାଇ ଦିଅନ୍ତୁ । କିଛି ସମୟ ପରେ ଆଞ୍ଚ ବନ୍ଦ କରି ନିଅନ୍ତୁ ପ୍ରସ୍ତୁତ ହୋଇଯିବ ଆଳୁ ଖିରି । ଏହାକୁ ଥଣ୍ଡାଥଣ୍ଡା ପରଷନ୍ତୁ ।

Tags:

Related Posts

କଣ ରହିଛି ଟ୍ରେଣ୍ଡ

କଣ ରହିଛି ଟ୍ରେଣ୍ଡ

ମୁଢିଘାଣ୍ଟ

ମୁଢିଘାଣ୍ଟ

ଦହି କାକୁଡି ସରବତ

ଦହି କାକୁଡି ସରବତ