ପିଠା ମୁଣି 

ପିଠା ମୁଣି 
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଉଷୁନା ଚାଉଳ ଚକୁଳି

ସାମଗ୍ରୀ- ଅଧାକପ୍ଅଟା, ଏକ କପ୍ପନିର, ଅଧା କପ ପାଣିଆ ଗୁଡ, ୪ କପ ମଇଦା, ୨କପ୍ନଡିଆ କୋରା, ୨କପ୍ଚିନି,ଏକ ଚାମଚ ଅଳେଇଚ ଗୁଣ୍ଡ, ୩୦୦ ଗ୍ରାମ ଘିଅ ।

ପ୍ରଣାଳୀ - ଗୋଟିଏ ପାତ୍ରରେ ମଇଦାରେ ଲୁଣ ଓ ପାଣି ମିଶାଇ ବହଳିଆ ଆଣ ପ୍ରସ୍ତୁତ କରନ୍ତୁ । ଆଉ ଏକ ପାତ୍ରରେ ନଡିଆ କୋରା ନିଅନ୍ତୁ, ସେଥିରେ ପନିର ଓ ଚିନି ମିଶାନ୍ତୁ । ପ୍ୟାନ୍ରେ ତେଲ ଗରମ କରି ପନିର୍ଓ ନଡିଆକୁ ଛାଣନ୍ତୁ । ଏଥିରେ ଶେଷରେ ଅଳେଇଚ ଗୁଣ୍ଡ ମିଶାନ୍ତୁ । ଆଉ ଏକ ପ୍ୟାନରେ ପୂର୍ବ ପ୍ରସ୍ତୁତ ଆଣକୁ ଗୋଲେଇ କରି ପିଠା ଭଳି କରନ୍ତୁ । ତାପରେ ଏଥିରେ ପନିର ଓ ନଡିଆ ମିଶ୍ରଣକୁ ରଖନ୍ତୁ । ଏହାକୁ ଚାରିପଟୁ ଭାଙ୍ଗି ମୁଣି ଆକାରର କରନ୍ତୁ । ତାପରେ ଅଧା କପ୍ମଇଦା, ଅଟା,ଗୁଡରେ ପାଣି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାପରେ ସେଥିରେ ସେଇ ମୁଣିକୁ ବୁଡାଇ ଘିଅରେ ଛାଣନ୍ତୁ । ବ୍ରାଉନ୍କଲର ହେଲେ ଏହି ମୁଣିକୁ କାଢି ନିଅନ୍ତୁ । ପ୍ରସ୍ତୁତ ହୋଇଗଲା ମୁଣି ପିଠା ।

Tags:

Related Posts

ସକ୍କରାଇ ପୋଙ୍ଗଲ

ସକ୍କରାଇ ପୋଙ୍ଗଲ

ସଜନା ଶାଗ ମୁଗ ନଡିଆ

ସଜନା ଶାଗ ମୁଗ ନଡିଆ

ଆଳୁ ଖିରି

ଆଳୁ ଖିରି

ହସ୍ତତନ୍ତ

ହସ୍ତତନ୍ତ