ପିଆଜ ଏଣ୍ଡୁରି

ଓଡିଆ ରୁଚି

ପିଆଜ ଏଣ୍ଡୁରି
Ipsita Picture
By: Ipsita

 

 

ସାମଗ୍ରୀ _ ଅରୁଆ ଚାଉଳ, ବିରି ଡାଲି, ପିଆଜ, କଞ୍ଚାଲଙ୍କା, ଜିରା, ହଳଦୀଗୁଣ୍ଡ, ଲୁଣ ।

ପ୍ରଣାଳୀ _ ପ୍ରଥମେ ଅରୁଆ ଚାଉଳ ଓ ବିରି ଡାଲିକୁ ବତୁରାଇ କାଠୁଆ କାଠୁଆ କରି ବାଟି ନିଅନ୍ତୁ । ଏହାପରେ ପିଆଜ, କଞ୍ଚାଲଙ୍କାକୁ ଚୁନଚୁନ କରି କାଟି ନିଅନ୍ତୁ । ଏହାପରେ ଚାଉଳ ଓ ଡାଲି ଆଣରେ କଟା ପିଆଜ, ଲୁଣ, କଞ୍ଚାଲଙ୍କା, ଜିରା ମିଶାଇ ଭଲକରି ଗୋଳାଇ ଦିଅନ୍ତୁ । ଏହାପରେ ଏହି ଆଣରୁ ପ୍ରସ୍ତୁତ କରନ୍ତୁ ପିଆଜ ଏଣ୍ଡୁରି । ଏହା  ଖୁବସ୍ବାଦିଷ୍ଟ ହୋଇଥାଏ, ଏହାକୁ ଯେ କୌଣସି ଚଟଣି ସହିତ ପରଷିପାରିବେ ।

Tags:

Related Posts

କ୍ଷୀର ଗଇଁଠା

କ୍ଷୀର ଗଇଁଠା