ଆପଣଙ୍କ ଫୋନ୍‍ ହ୍ୟାଙ୍ଗ୍‍ ହେଉଛି କି, ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର…

ସମୟ ଲାଇଭ୍‍,୨/୧୧: ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ୍‍ ବ୍ୟବହାରକାରୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାର ଲାଗିଛି। ପ୍ରତି ୧୫ଜଣରେ ୧୦ଜଣ ଲୋକ ସ୍ମାର୍ଟଫୋନ୍‍ ବ୍ୟବହାର କରୁଛନ୍ତି। ତେବେ ନାମୀଦାମୀ କମ୍ପାନୀର ଫୋନ୍‍ ବ୍ୟବହାର କରିବା ସତ୍ତେ୍ୱ ଫୋନ ବହୁ ଅସୁବିଧା ଦେଖାଯାଉଛି। ସ୍ମାର୍ଟଫୋନ୍‍ ଗୁଡ଼ିକୁ ଅଧିକ ବ୍ୟବହାର କରିବା ଫଳରେ ଏହା ବେଳେବେଳେ ହ୍ୟାଙ୍ଗ୍‍ ହୋଇଥାଏ। ଏଣୁ ଏଥିରୁ ବର୍ତ୍ତିବା ପାଇଁ ବିଶେଷଜ୍ଞ ଦଳ କେତେକ ସତର୍କତା ତଥ୍ୟ ପ୍ରକାଶ କରିଛନ୍ତି। -ଦୁଇ ଦିନରେ ଥରେ ସ୍ମାର୍ଟଫୋନ୍‍କୁ ରି-ଷ୍ଟାର୍ଟ […]

Samaya Live Picture
Published On

ସମୟ ଲାଇଭ୍‍,୨/୧୧: ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ୍‍ ବ୍ୟବହାରକାରୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାର ଲାଗିଛି। ପ୍ରତି ୧୫ଜଣରେ ୧୦ଜଣ ଲୋକ ସ୍ମାର୍ଟଫୋନ୍‍ ବ୍ୟବହାର କରୁଛନ୍ତି। ତେବେ ନାମୀଦାମୀ କମ୍ପାନୀର ଫୋନ୍‍ ବ୍ୟବହାର କରିବା ସତ୍ତେ୍ୱ ଫୋନ ବହୁ ଅସୁବିଧା ଦେଖାଯାଉଛି। ସ୍ମାର୍ଟଫୋନ୍‍ ଗୁଡ଼ିକୁ ଅଧିକ ବ୍ୟବହାର କରିବା ଫଳରେ ଏହା ବେଳେବେଳେ ହ୍ୟାଙ୍ଗ୍‍ ହୋଇଥାଏ। ଏଣୁ ଏଥିରୁ ବର୍ତ୍ତିବା ପାଇଁ ବିଶେଷଜ୍ଞ ଦଳ କେତେକ ସତର୍କତା ତଥ୍ୟ ପ୍ରକାଶ କରିଛନ୍ତି।
-ଦୁଇ ଦିନରେ ଥରେ ସ୍ମାର୍ଟଫୋନ୍‍କୁ ରି-ଷ୍ଟାର୍ଟ କରିବା ଉଚିତ।
-ଇଣ୍ଟରନେଟ୍‍ ବ୍ୟବହାର କରୁଥିବା ସମୟରେ ଅଧିକ ଆପ୍ଲିକେଶନ୍‍ ଖୋଲିବା ଦ୍ୱାରା ମଧ୍ୟ ଫୋନ୍‍ ହ୍ୟାଙ୍ଗ ହୋଇଥାଏ।
-ଫୋନ୍‍ର ମେମୋରିକୁ ସମ୍ପୂଣ୍ଣ ଭର୍ତ୍ତି ନକରି ନିୟମିତ ଭାବେ ଅନାବଶ୍ୟକ ଫଟୋ ଓ ଭିଡ଼ିଓ ଗ୍ୟାଲେରୀରୁ ଡ଼ିଲିଟ୍‍ କରିବା ଉଚିତ।
-ଆନିମେଟେଡ଼୍‍ ୱାଲପେପର୍‍ ରଖିବା ଦ୍ୱାରା ମଧ୍ୟ ସ୍ମାର୍ଟଫୋନ୍‍ ହ୍ୟାଙ୍ଗ୍‍ ହେବାର ଦେଖାଯାଇଥାଏ।

Tags: