ଗୁଡ ବିସ୍କୁଟ

ଓଡିଆ ରୁଚି

 ଗୁଡ ବିସ୍କୁଟ
Ipsita Picture
By: Ipsita
Published On

 

 

ସାମଗ୍ରୀ _ ଗୁଡ ଏକ କପ, ମଇଦା ୩ କପ, ଘିଅ ଅଧା କପ, ଶୁଣ୍ଠି ଗୁଣ୍ଡ, ଡାଲଚିନି, ଗୁଜୁରାତି, ରସୁଣ ୨ ପାଖୁଡା, ବେକିଂ ପାଉଡର, ଲୁଣ ।

ପ୍ରଣାଳୀ _ ପ୍ରଥମେ ରସୁଣକୁ ଚୋପା ଛଡାଇ ଚିକ୍କଣ କରି ବାଟି ନିଅନ୍ତୁ । ଏହାପରେ ଡାଲଚିନି, ଗୁଜୁରାତିକୁ ଗୁଣ୍ଡ କରି ଦିଅନ୍ତୁ । ଏଥର ମଇଦାରେ ବେକିଂ ପାଉଡର ଓ ଲୁଣ ମିଶାଇ ଗୋଳାଇ ଦିଅନ୍ତୁ । ଏଥର ଏହି ମଇଦାରେ ବଟା ରସୁଣ, ଗୁଜୁରାତି, ଡାଲଚିନି ଗୁଣ୍ଡ, ଶୁଣ୍ଠି ଗୁଣ୍ଡ, ଗୁଡ, ଘିଅ ମିଶାଇ ଭଲଭାବରେ ମିଶାଇ ନିଅନ୍ତୁ । ଏହାପରେ ଏହି ମିଶ୍ରଣକୁ ଛୋଟଛୋଟ ଆକାର କରି ଓଭାନରେ ବେକ କରି ନିଅନ୍ତୁ ।

Tags: