କଖାରୁ ପକଡି

ଓଡିଆ ରୁଚି

କଖାରୁ ପକଡି
Ipsita Picture
By: Ipsita
Published On

 

 

ସାମଗ୍ରୀ _  ମିଠା କଖାରୁ, ବେସନ, କଞ୍ଚା ଲଙ୍କା, ଅଦା, ଧନିଆପତ୍ର, ପିଆଜ, ବେକିଂ ପାଉଡର,ତେଲ, ଲୁଣ ।

ପ୍ରଣାଳୀ _  କଖାରୁ ଚୋପା ଛଡାଇ ଅନ୍ତ ସଫା କରି କୋରି ନିଅନ୍ତୁ । ଏହାପରେ  କଞ୍ଚା ଲଙ୍କା, ଅଦା, ଧନିଆ ପତ୍ର, ପିଆଜକୁ ଚୁନଚୁନ କରି ବାଟି ଦିଅନ୍ତୁ । ଏହାପରେ କଖାରୁ କୋରାରେ ବେସନ ଓ ବେକିଂ ପାଉଡର, ଲୁଣ, ବଟା ମସଲା, କଟା ଧନିଆପତ୍ର, ମିଶାଇ ଗୋଳାଇ ନିଅନ୍ତୁ । ଗରମ ତେଲରେ ଏହି ମିଶ୍ରଣରୁ ପକଡି ଛାଣି ରଖନ୍ତୁ । ଏହା ପାଟିକୁ ଖୁବ ସୁଆଦିଆ ହୋଇଥାଏ ।

Tags: