ବିରି ମାଲପୁଆ
By: Ipsita
ସମ୍ବନ୍ଧିତ ଖବର ମଲାଇ ଗୁଜିଆ
ସାମଗ୍ରୀ _ ଅରୁଆ ଚାଉଳ, ବିରି, ଲୁଣ,ଗୋଲମରିଚ ଗୁଣ୍ଡ, ଖାଇବାସୋଢା, ଗୁଡ, ପାନମଧୁରୀ,ଗୁଜୁରାତି ଗୁଣ୍ଡ, ତେଲ ।
ପ୍ରଣାଳୀ _ ଅରୁଆ ଚାଉଳ ଓ ବିରିକୁ ୬ ଘଣ୍ଟା ବତୁରାଇବା ପରେ ଚିକ୍କଣ କରି ବାଟି ନିଅନ୍ତୁ । ଏହାପରେ ଏଥିରେ ଲୁଣ ଓ ଖାଇବା ସୋଢା ପକାଇ ଗୋଳାଇ ନିଅନ୍ତୁ । ଏହାକୁ ଅଲଗା କିଛି ସମୟ ପାଇଁ ରଖି ନିଅନ୍ତୁ । ଏହାପରେ ଏଥିରେ ସ୍ବାଦ ଅନୁସାରେ ଗୁଡ, ଗୋଲ ମରିଚ ଗୁଣ୍ଡ, ପାନମଧୁରୀ ଓ ଗୁଜୁରାତି ଗୁଣ୍ଡ ପକାଇ ନିଅନ୍ତୁ । ଏହାପରେ କାକରା ଭଳି ଏହାକୁ ଛାଣି ନିଅନ୍ତୁ, ପ୍ରସ୍ତୁତ ହୋଇଯିବ ବିରି ମାଲପୁଆ ।
Tags:
Related Posts



