ବୁଟ ଡାଲି ପଲଉ

ବୁଟ ଡାଲି ପଲଉ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଦୂର କରନ୍ତୁ ରୂପି ସମସ୍ୟା

ସାମଗ୍ରୀ - ଚାଉଳ, ବୁଟା ଡାଲି, କଟା ପିଆଜ, ଦୁଇଟି ଟମାଟ ରସ, କଞ୍ଚା ଲଙ୍କା, ଜିରା, ଅଦା ରସୁଣ ପେଷ୍ଟ, ଅଳେଇଚ, ଗୁଜୁରାତି, ଗୋଲ ମରିଚ ଗୁଣ୍ଡ, ଧନିଆ ଗୁଣ୍ଡ, ଧନିଆ ପତ୍ର କଟା ।

ସମ୍ବନ୍ଧିତ ଖବର ଦହି କାକୁଡି ସରବତ

ପ୍ରଣାଳୀ - ପ୍ରଥମେ ବୁଟ ଡାଲିକୁ ବତୁରାଇ ନିଅନ୍ତୁ । ଏହାପରେ ପ୍ରେସରରେ ତେଲରେ ଗୋଟା ମସଲା ପକାଇ ଭାଜନ୍ତୁ । ଏହାପରେ ଏଥିରେ ପିଆଜ ପକାନ୍ତୁ ପରେ ଅଦା ରସୁଣ ପକାଇ ଗୋଳାନ୍ତୁ । ଅଳ୍ପ ସମୟ ଭାଜି ହେବା ପରେ ସେଥିରେ ସମସ୍ତ ଗୁଣ୍ଡ ମସଲା ପକାନ୍ତୁ । ଏହାପରେ ଟମାଟ ରସ ଦେଇ ଅଳ୍ପ ସମୟ କଷନ୍ତୁ । ଏହାପରେ ଚାଉଳ ଓ ଡାଲି ପକାନ୍ତୁ । ଆବଶ୍ୟକ ଅନୁସାରେ ପାଣି ଦେଇ ପ୍ରେସର ବନ୍ଦ କରି ଦିଅନ୍ତୁ । ଆବଶ୍ୟକ ଅନୁଯାୟୀ ପ୍ରେସର ସିଟି ଦିଅନ୍ତୁ । ପ୍ରସ୍ତୁତ ହୋଇଯିବ ବୁଟ ଡାଲି ପଲଉ ।

ସମ୍ବନ୍ଧିତ ଖବର ଚୁଡା ଘଷା

Tags:

Related Posts

କଣ ରହିଛି ଟ୍ରେଣ୍ଡ

କଣ ରହିଛି ଟ୍ରେଣ୍ଡ

ଚାରମଗଜ ଚିକେନ

ଚାରମଗଜ ଚିକେନ

ଚିକେନ ୨.୦

ଚିକେନ ୨.୦