ମଟନ ଗୋଲା କବାବ

ସାମଗ୍ରୀ – ବୋନଲେସ ମଟନ, ଚର୍ବି, ଅଦା ପେଷ୍ଟ, ରସୁଣ ବଟା, କଞ୍ଚା ଅମୃତଭଣ୍ଡା ପେଷ୍ଟ, ଚାଟ ମସଲା, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ହଳଦୀ, ଭଜା ବେସନ, କର୍ଣ୍ଣଫ୍ଲୋର, ଭଜା ପିଆଜ, ଧନିଆ ପତ୍ର, ପୋଦିନା ପତ୍ର, କଞ୍ଚା ଲଙ୍କା, ଲେମ୍ବୁ ରସ, କୋଇଲା । ପ୍ରଣାଳୀ – ପ୍ରଥମେ ଗ୍ରାଇଣ୍ଡରରେ ଛୋଟଛୋଟ ବୋନ୍‌ ଲେସ ମଟନ, ଚର୍ବି, ଅଦା, ରସୁଣ ପେଷ୍ଟ, ଅମୃତଭଣ୍ଡା ପେଷ୍ଟ, ସମସ୍ତ ଗୁଣ୍ଡ ମସଲା, ଭଜା ପିଆଜ, […]

ମଟନ ଗୋଲା କବାବ
Samaya Live Picture
Published On

ସାମଗ୍ରୀ – ବୋନଲେସ ମଟନ, ଚର୍ବି, ଅଦା ପେଷ୍ଟ, ରସୁଣ ବଟା, କଞ୍ଚା ଅମୃତଭଣ୍ଡା ପେଷ୍ଟ, ଚାଟ ମସଲା, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ହଳଦୀ, ଭଜା ବେସନ, କର୍ଣ୍ଣଫ୍ଲୋର, ଭଜା ପିଆଜ, ଧନିଆ ପତ୍ର, ପୋଦିନା ପତ୍ର, କଞ୍ଚା ଲଙ୍କା, ଲେମ୍ବୁ ରସ, କୋଇଲା ।
ପ୍ରଣାଳୀ – ପ୍ରଥମେ ଗ୍ରାଇଣ୍ଡରରେ ଛୋଟଛୋଟ ବୋନ୍‌ ଲେସ ମଟନ, ଚର୍ବି, ଅଦା, ରସୁଣ ପେଷ୍ଟ, ଅମୃତଭଣ୍ଡା ପେଷ୍ଟ, ସମସ୍ତ ଗୁଣ୍ଡ ମସଲା, ଭଜା ପିଆଜ, ଭଜା ବେସନ, କର୍ଣ୍ଣଫ୍ଲୋର, ଧନିଆ ପତ୍ର, ପୋଦିନା ପତ୍ର, କଞ୍ଚା ଲଙ୍କା, ଲେମ୍ବୁ ରସକୁ ମିଶାଇ ବାଟି ନିଅନ୍ତୁ । ଏହାପରେ ଏହି ମିଶ୍ରଣକୁ ଏକ ପାତ୍ରକୁ କାଢନ୍ତୁ । ଏହାକୁ କବାବ ଭଳି ଆକାର ଦିଅନ୍ତୁ । ଯାହାପରେ ଏହାକୁ ଡିପ ଫ୍ରାଏ କରନ୍ତୁ । ଶେଷରେ କଟା ପିଆଜ, ଲେମ୍ବୁ ଓ ଧନିଆ ପତ୍ର ଦେଇ ପରଷନ୍ତୁ ଫ୍ରାଏଡ୍‌ ମଟନ ଗୋଲା କବାବ ।

Tags: