ମୁଗ ପୁଳି
ଓଡିଆ ରୁଚି
By: Ipsita
ସମ୍ବନ୍ଧିତ ଖବର ଦୂର କରନ୍ତୁ ରୂପି ସମସ୍ୟା
ସମ୍ବନ୍ଧିତ ଖବର ଦହି କାକୁଡି ସରବତ
ସାମଗ୍ରୀ _ କଞ୍ଚା ମୁଗଡାଲି ୫୦୦ ଗ୍ରାମ, ଚିନି ୫୦୦ ଗ୍ରାମ, କ୍ଷୀର ଏକ ଲିଟର, ଗୁଜୁରାତି, ଛାଣିବାପାଇଁ ଘିଅ , ଲୁଣ ।
ସମ୍ବନ୍ଧିତ ଖବର ଚିକେନ ୨.୦
ପ୍ରଣାଳୀ _ ମୁଗଡାଲିକୁ ପାଣିରେ ଭିଜାଇ କାଠୁଆ କାଠୁଆ କରି ବାଟନ୍ତୁ । ସେଥିରେ ଲୁଣ ପକାଇ ଫେଣ୍ଟାଫେଣ୍ଟି କରି ଦିଅନ୍ତୁ । କ୍ଷୀରକୁ ଗରମ କରି ଚିନି ପକାଇ ଦିଅନ୍ତୁ । କ୍ଷୀର ମରିଯାଇ ଅଧା ହୋଇଗଲେ ଚୁଲିରୁ ଓହ୍ଲାଇ ଆଣନ୍ତୁ । ଘିଅ ଗରମ କରି ସେଥିରେ ମୁଗ ବଟାକୁ ଗୋଲ ଗୋଲ କରି ଛାଣନ୍ତୁ । ସଙ୍ଗେସଙ୍ଗେ ଏହି ଛଣାକୁ କ୍ଷୀରରେ ପକାଇ ଦିଅନ୍ତୁ । ସେଥିରେ ଗୁଜୁରାତି ଗୁଣ୍ଡ ପକାଇ କିଛି ସମୟ ରଖନ୍ତୁ ଓ ଖାଆନ୍ତୁ ।
Tags:
Related Posts



