ବିଶ୍ୱ ରେକର୍ଡରେ ୭୪ ମିଟରର ସାଣ୍ଡୱିଚ୍‌

ଏକ ମେକ୍ସିକାନ ରେସ୍ତୋରାଁ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ଏକ ସ୍ୱତନ୍ତ୍ର ସାଣ୍ଡୱିଚ୍‌ ‘ଟୋର୍ଟା’କୁ ଏକ ନିଆରା ଢଙ୍ଗରେ ସମ୍ମାନ ପ୍ରଦର୍ଶନ କରାଯାଇଛି । ଏକାଧୀକ ସେଫ୍‌ ମିଶି ଏକ ୭୪ ମିଟର ବା ୨୪୨ ଫୁଟର ସାଣ୍ଡୱିଚ୍‌ ନିର୍ମାଣ କରିଛନ୍ତି, ଯାହାର ଓଜନ ରହିଛି ୮୦୦ କିଗ୍ରା । ଏହି ସାଣ୍ଡୱିଚ୍‌ ନିର୍ମାଣ କରି ସେମାନେ ଟୋର୍ଟା ଫେୟାର ୨୦୨୨ରେ ଏକ ରେକର୍ଡ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି । କେବଳ ଆାକର ନୁହେଁ ସାଣ୍ଡୱିଚ୍‌ ନିର୍ମାଣ କରିବାର […]

Samaya Live Picture
Published On

ଏକ ମେକ୍ସିକାନ ରେସ୍ତୋରାଁ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ଏକ ସ୍ୱତନ୍ତ୍ର ସାଣ୍ଡୱିଚ୍‌ ‘ଟୋର୍ଟା’କୁ ଏକ ନିଆରା ଢଙ୍ଗରେ ସମ୍ମାନ ପ୍ରଦର୍ଶନ କରାଯାଇଛି । ଏକାଧୀକ ସେଫ୍‌ ମିଶି ଏକ ୭୪ ମିଟର ବା ୨୪୨ ଫୁଟର ସାଣ୍ଡୱିଚ୍‌ ନିର୍ମାଣ କରିଛନ୍ତି, ଯାହାର ଓଜନ ରହିଛି ୮୦୦ କିଗ୍ରା ।

ବିଶ୍ୱ ରେକର୍ଡରେ ୭୪ ମିଟରର ସାଣ୍ଡୱିଚ୍‌

ଏହି ସାଣ୍ଡୱିଚ୍‌ ନିର୍ମାଣ କରି ସେମାନେ ଟୋର୍ଟା ଫେୟାର ୨୦୨୨ରେ ଏକ ରେକର୍ଡ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି । କେବଳ ଆାକର ନୁହେଁ ସାଣ୍ଡୱିଚ୍‌ ନିର୍ମାଣ କରିବାର ସମୟକୁ ମଧ୍ୟ ସେମାନେ ବିଟ୍‌ କରିବାକୁ ଚେଷ୍ଟା କରିଛନ୍ତି । ସେମାନେ ଏହି ସାଣ୍ଡୱିଚକୁ ମାତ୍ର ୨ମିନିଟ୍‌ ୩ ସେକେଣ୍ଡରେ ସାରିଛନ୍ତିି ।

ବିଶ୍ୱ ରେକର୍ଡରେ ୭୪ ମିଟରର ସାଣ୍ଡୱିଚ୍‌

ସାଣ୍ଡୱିଚ୍‌ଟି ପ୍ରସ୍ତୁତ ହେବା ପରେ ଏହାର ପ୍ରତି ଖଣ୍ଡକୁ ୧.୫ ଡଲାରରେ ବିକ୍ରି କରାଯାଇଛି ।