ମଲାଇ ଗୁଜିଆ
By: Ipsita
ସମ୍ବନ୍ଧିତ ଖବର ପିଆଜ ଏଣ୍ଡୁରି
ସାମଗ୍ରୀ -୨କପ ଖୀର ସର, ୨ କପ ମଇଦା, ୨୦୦ଗ୍ରାମ ପାଉଡର ଚିନି, ଅଧା ଚାମଚ ଗୁଜୁରାତି ଗୁଣ୍ଡ, ଅଧା କପ୍ ବିଭିନ୍ନ ବାଦାମ ମଞ୍ଜି, ଅଧା କପ ନଡିଆ କୋରା ।
ପ୍ରଣାଳୀ- ପ୍ରଥମେ ସର, ନଡିଆ କୋରା ଓ ଚିନିକୁ ଶୁଖିଲା କରି ଭାଜିନିଅନ୍ତୁ । ଏହାପରେ ଘିଅରେ ବାଦାମ ଓ ପୂର୍ବ ପ୍ରସ୍ତୁତ ସର ଭଜାକୁ ମିଶାଇ ଭାଜନ୍ତୁ । ପରେ ମଇଦାରେ ଏକ ଚକଟା ପ୍ରସ୍ତୁତ କରନ୍ତୁ । ଏଥିରୁ ପେଡା ପ୍ରସ୍ତୁତ କରି ଛୋଟଛୋଟ ରୁଟି ଭଳି ବେଲନ୍ତୁ । ଏହାପରେ ଏଥିରେ ପୁର ଦେଇ ପ୍ରସ୍ତୁତ କରନ୍ତୁ ଗୁଜିଆ ଏବଂ ଏହି ଗୁଜିଆକୁ ଘିଅରେ ଛାଣି ନିଅନ୍ତୁ । ପ୍ରସ୍ତୁତ ହୋଇଗଲା ମଲାଇ ଗୁଜିଆ ।
Tags:
Related Posts



