୩ କୋଟିର ବିଜୁଳି ବିଲ୍‌

ବେଳେବେଳେ ସୋସିଆଲ ମିଡିଆରେ ଏଭଳି ଘଟଣା ଭାଇରାଲ ହୋଇଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ । ସେହିଭଳି ଏକ ଘଟଣା ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଠାରେ ଜଣେ ବ୍ୟକ୍ତି ନିଜ ଇଲେକଫ୍ରି ବିଲ୍‌ ଦେଖିବା ପରେ ଡାକ୍ତରଖାନାରେ ପହଞ୍ଚି ଯାଇଛନ୍ତି । ସୂଚନା ଅନୁସାରେ ଜଣେ ବ୍ୟକ୍ତିଙ୍କର ମାସିକ ଇଲେଫ୍ରି ବିଲ୍‌ ୩୪୧୯କୋଟି ଟଙ୍କା ଆସିଛି । ବିଲ୍‌ ଦେଖିବାପରେ ବ୍ୟକ୍ତି ଜଣଙ୍କ ମାନସିକ […]

Samaya Live Picture
Published On

ବେଳେବେଳେ ସୋସିଆଲ ମିଡିଆରେ ଏଭଳି ଘଟଣା ଭାଇରାଲ ହୋଇଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ । ସେହିଭଳି ଏକ ଘଟଣା ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଠାରେ ଜଣେ ବ୍ୟକ୍ତି ନିଜ ଇଲେକଫ୍ରି ବିଲ୍‌ ଦେଖିବା ପରେ ଡାକ୍ତରଖାନାରେ ପହଞ୍ଚି ଯାଇଛନ୍ତି ।

୩ କୋଟିର ବିଜୁଳି ବିଲ୍‌

ସୂଚନା ଅନୁସାରେ ଜଣେ ବ୍ୟକ୍ତିଙ୍କର ମାସିକ ଇଲେଫ୍ରି ବିଲ୍‌ ୩୪୧୯କୋଟି ଟଙ୍କା ଆସିଛି । ବିଲ୍‌ ଦେଖିବାପରେ ବ୍ୟକ୍ତି ଜଣଙ୍କ ମାନସିକ ସ୍ତରରେ ଭାଙ୍ଗି ପଡିଥିଲେ, ଯେଉଁଥିପାଇଁ ତାଙ୍କୁ ହସପିଟାଲ ଯିବାକୁ ପଡିଥିଲା । ହେଲେ ପରେ ଜଣା ପଡିଥିଲା ଏହା ବିଭାଗୀୟ କର୍ମଚାରୀଙ୍କ ଭୁଲ । ଭୁଲବଶତଃ ୧୩୦୦ ଟଙ୍କା ସ୍ଥାନରେ ୩ କୋଟି ଲେଖାଯାଇଥିଲା । ତେବେ ଅଭିଯୋଗ ପରେ ଘଟଣାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡିଛି ।