ଲେହେଙ୍ଗା କିଣୁଥିଲେ

ବିବାହରେ ପ୍ରାୟ ସମସ୍ତେ ପାରମ୍ପରିକ ପୋଷାକ ପିନ୍ଧିଥାଆନ୍ତି । ତେବେ ସବୁବେଳେ ଗୋଟିଏ ଡିଜାଇନ୍‌ ଓ କଲ୍‌ରର ପାରମ୍ପରିକ ପୋଷାକ ନ ପିନ୍ଧି ଏଥିରେ କିଛି ଅଲଗା ମଧ୍ୟ ଟ୍ରାୟ କରିହେବ । ଆସନ୍ତୁ ଜାଣିବା ସେହିଭଳି କିଛି କଲ୍‌ର ମିକ୍ସ ଉପରେ ଗୋଲେïନ ଓ ସିଲଭର ମିକ୍ସ ଜରୁରୀ ନୁହେଁ ଯେ, କେବଳ ଗୋଲେïନ କଲର ସବୁବେଳେ ପିନ୍ଧାଯିବ, ଏହି ଧରଣର ହଳଦିଆ ଓ ମଷ୍ଟର୍ଡ କଲର ଭଳି କିଛି ନୂଆ ରଙ୍ଗ ମଧ୍ୟ ପିନ୍ଧିପାରିବେ […]

ଲେହେଙ୍ଗା କିଣୁଥିଲେ
Samaya Live Picture
Published On

ବିବାହରେ ପ୍ରାୟ ସମସ୍ତେ ପାରମ୍ପରିକ ପୋଷାକ ପିନ୍ଧିଥାଆନ୍ତି । ତେବେ ସବୁବେଳେ ଗୋଟିଏ ଡିଜାଇନ୍‌ ଓ କଲ୍‌ରର ପାରମ୍ପରିକ ପୋଷାକ ନ ପିନ୍ଧି ଏଥିରେ କିଛି ଅଲଗା ମଧ୍ୟ ଟ୍ରାୟ କରିହେବ । ଆସନ୍ତୁ ଜାଣିବା ସେହିଭଳି କିଛି କଲ୍‌ର ମିକ୍ସ ଉପରେ

ଗୋଲେïନ ଓ ସିଲଭର ମିକ୍ସ
ଜରୁରୀ ନୁହେଁ ଯେ, କେବଳ ଗୋଲେïନ କଲର ସବୁବେଳେ ପିନ୍ଧାଯିବ, ଏହି ଧରଣର ହଳଦିଆ ଓ ମଷ୍ଟର୍ଡ କଲର ଭଳି କିଛି ନୂଆ ରଙ୍ଗ ମଧ୍ୟ ପିନ୍ଧିପାରିବେ । ସେହିଭଳି ଗୋଲେïନ୍‌ ଓ ସିଲଭର ମିକ୍ସରେ ମଧ୍ୟ ଅଲଗା ଓ ଆକର୍ଷକ ଦେଖାଯିବୋ

ପେଷ୍ଟାଲ କଲର
ନିଜର ନିର୍ବନ୍ଧ କିମ୍ବା ବିବାହ ସମାରୋହର କୌଣସି ଉତ୍ସବ ପାଇଁ ପେଷ୍ଟାଲ କଲର ଏକ ଭଲ ବିକଳ୍ପା ଏଥିରେ ମର୍ଡନ ଏମ୍ବ୍ରୋଡରୀ କନସେପଫ ଆପଣାନ୍ତୁ ଯାହା ଦ୍ୱାରା ଡ୍ରେସର ଲୁକ୍‌ ସମ୍ପୁର୍ଣ୍ଣ ଅଲଗା ଦେଖାଯିବା ସିଙ୍ଗଲ କଲର ଉପରେ ଫୋକସ କରନ୍ତୁା

ବ୍ରାଇଟ୍‌ ରଙ୍ଗ ବେଶି ପସନ୍ଦ
ସାଧାରଣତ ଶୁଭ ଅବସରରେ କଳା ରଙ୍ଗର ପୋଷାକ ପରିଧାନ କରାଯାଏ ନାହିାଁ ଏବେ କିନ୍ତୁ କଳା, ନୀଳ ଓ ଧଳା ରଙ୍ଗକୁ ଖୁବ୍‌ ପସନ୍ଦ କରାଯାଉଛିା ବ୍ରାଇଟ୍‌ ଟଚ୍‌ ଲାଗି ଏହାର ଏମ୍ବ୍ରୋଡରୀ ନାଲି, ହଳଦିଆ, ଗ୍ରୀନ ଆଦି ରଙ୍ଗର ବ୍ୟବହାର କରିପାରିବୋ

ଲାଇଟ୍‌ ଲେହେଙ୍ଗା
ଘରେ କୌଣସି ଛୋଟ ଫଙ୍କସନ ହେଉ କିମ୍ବା ଅନ୍ୟ କୌଣସି ସ୍ଥାନରେ ହେଉଥିବା ଛୋଟମୋଟ ଉତ୍ସବରେ ଯୋଗ ଦେବାକୁ ଥିଲେ ଏଥିପାଇଁ ଲାଇଟ୍‌ ଲେହେଙ୍ଗା ବେଷ୍ଟା ଏଥିରେ ଏମ୍ବ୍ରୋଡରୀ ପରିବର୍ତ୍ତେ ଗୋଟା- ପଟ୍ଟି କାମ ହୋଇଥାଏା ରେଡ୍‌, ପିଙ୍କ ଓ ଗୋଲେïନ କଲରର ଲେହେଙ୍ଗାରେ ଏହି କାମ ଲେହେଙ୍ଗାକୁ ଏକ ନୂଆ ଲୁକ୍‌ ଦେଇଥାଏ ।

Tags: