ଖଇ ମଣ୍ଡା

ଓଡିଆ ରୁଚି

ଖଇ ମଣ୍ଡା
Ipsita Picture
By: Ipsita
Published On



ସାମଗ୍ରୀ - ଖଇ, ବିରି, ନଡିଆ, ଗୋଲମରିଚ, ଲୁଣ ।
ପ୍ରଣାଳୀ - ବିରିକୁ ଫାଳ କରି ବତୁରାଇ ଦିଅନ୍ତୁ ଏବଂ ଚିMଣ କରି ବାଟି ଦିଅନ୍ତୁ । ଖଇକୁ ବତୁରାଇ ଭଲଭାବେ ଚକଟି ଦିଅନ୍ତୁ । ବଟା ବିରି ଓ ଖଇ ଚକଟାକୁ ମିଶାଇ ଫେଣ୍ଟନ୍ତୁ । ଫେଣ୍ଟିବା ସମୟରେ ଦରକାର ଅନୁଯାୟୀ ଲୁଣ ପକାନ୍ତୁ । ନଡିଆ କୋରାରେ ଗୁଡ ଓ ଗୋଲମରିଚ ଗୁଣ୍ଡ ଦେଇ କଡେଇରେ ଭାଜନ୍ତୁ । ବିରି ଓ ଖଇର ଜନ୍ତା ଆଣରେ ଖୋଳକରି ସେଥିରେ ପୁର ଦିଅନ୍ତୁ । ଇଟିଲି ଛାଞ୍ଚରେ ମଣ୍ଡାକୁ ସିଝାନ୍ତୁ । ଏହାପରେ ପ୍ରସ୍ତୁତ ହୋଇଯିବ ଖଇ ମଣ୍ଡା ।

Tags: