କର୍ଓ୍ୱାର ଫିସ୍ କରି
By: Ipsita
ସାମଗ୍ରୀ - ୨ଟି ସୁରମଇ ମାଛ, ୨ଟି ଲଙ୍କା, ଅଧା ଚାମଚ ମେଥି,ଅଧା ଚାମଚ ଧନିଆ,ଏକ ଚାମଚଅଦା ରସୁଣ ପେଷ୍ଟ, ପିଆଜ, ଅଧା କପ ନଡିଆ ରସ ।
ପ୍ରଣାଳୀ- ଗୋଟିଏ ପ୍ୟାନ୍ ନିଅନ୍ତୁ ସେଥିରେ ଲଙ୍କା, ଗୋଲମରିଚ, ମେଥି, ଅଦା,ରସୁଣ ଓ ଧନିଆ ପକାଇ ଭାଜନ୍ତୁ । ଭାଜିବା ପରେ ଏହାକୁ ଗୁଣ୍ଡ କରି ଏକ ମସଲା ପ୍ରସ୍ତୁତ କରନ୍ତୁ । ବର୍ତ୍ତମାନ ଗୋଟିଏ ପ୍ୟାନରେ ତେଲରେ ପିଆଜ,ଅଦା ରସୁଣ ପେଷ୍ଟକ କଷନ୍ତୁ । ଏହା କଷିହେବା ପରେ ଏଥିରେ ମାଛ ପକାଇ ରାନ୍ଧନ୍ତୁ । ଏହାପରେ ଏଥିରେ ପୂର୍ବପ୍ରସ୍ତୁତ ମସଲା ଓ ନଡିଆ ରସ ମିଶାଇ ରାନ୍ଧନ୍ତୁ । ଏହାପରେ ଏଥିରେ କୋକୁମ୍ ମିଶାଇ ଅଳ୍ପ ସମୟ ସିଝାନ୍ତୁ, ପ୍ରସ୍ତୁତ ହୋଇଗଲା କର୍ଓ୍ୱାର ଫିସ୍ କରି ।
Read More ବିବାହର ରଙ୍ଗ
Tags:


