ଜଗନ୍ନାଥ ବଲ୍ଲଭ

ଜଗନ୍ନାଥ ବଲ୍ଲଭ
Ipsita Picture
By: Ipsita
Published On

 

ସାମଗ୍ରୀ _ କ୍ଷୀର ଏକ ଲିଟର, ମଇଦା ଦୁଇକପ, ଚିନି ଦୁଇକପ, ଗୁଜୁରାତି ୫ଟା, ଘିଅ  ଅଧାକପ, ନଡିଆ ଗୋଟିଏ ।

ପ୍ରଣାଳୀ _ ନଡିଆକୁ କୋରି ନିଅନ୍ତୁ । ମଇଦାକୁ ଘିଅରେ ଭାଜି ନିଅନ୍ତୁ । ବର୍ତ୍ତମାନ ଖୀର ସହିତ ଚିନି ମିଶାଇ ଫୁଟାନ୍ତୁ । ଏହି ଖୀର ଏକ ଲିଟରରୁ ୨୫୦ ଗ୍ରାମ ହେଇଗଲେ ସେଥିରେ ନଡିଆ କୋରା, ମଇଦା ପକାଇ ଭାଜନ୍ତୁ । ଏହା ବହଳିଆ ହୋଇଗଲେ ସେଥିରେ ଗୁଜୁରାତି ଗୁଣ୍ଡ ଦେଇ ପ୍ଲେଟରେ ଢାଳନ୍ତୁ । ଥଣ୍ଡା କରି ନିଜ ଆକାରରେ କାଟି ଦିଅନ୍ତୁ । ପ୍ରସ୍ତୁତ ହୋଇଯିବ ଜଗନ୍ନାଥ ବଲ୍ଲଭ ।

Tags: