ଭଉଣୀ ବିବାହ କରି ଆଣେ ଭାଇ ପାଇଁ ଭାଉଜ
ଭାରତର ବିଭିନ୍ନ ସ୍ଥାନରେ ଅନେକ ପ୍ରକାରର ରୀତିନୀତି ଏବଂ ପରମ୍ପରା ଦେଖିବାକୁ ମିଳେ । କେତେକ ଅତ୍ୟନ୍ତ ଅଦ୍ଭୁତ, କେତେକ ଅତ୍ୟନ୍ତ କୌତୂହଳପ୍ରଦ ହୋଇଥାଏ । ଭାରତର ତିନୋଟି ଗାଁରେ ଏକ ଅଜବ ପରମ୍ପରା ଏବେ ଲୋକଲୋଚନକୁ ଆସିଛି, ଯେଉଁଠାରେ ବର ନୁହେଁ ବରଂ ବରର ଭଉଣୀ ଭାଉଜକୁ ବିବାହ କରି ଘରକୁ ଆଣେ । ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଏଠାରେ ବର୍ଷ ବର୍ଷ ଧରି ଏହି ପରମ୍ପରାକୁ ଗାଁ ଲୋକମାନେ ମାନି ଆସୁଛନ୍ତି […]
ଭାରତର ବିଭିନ୍ନ ସ୍ଥାନରେ ଅନେକ ପ୍ରକାରର ରୀତିନୀତି ଏବଂ ପରମ୍ପରା ଦେଖିବାକୁ ମିଳେ । କେତେକ ଅତ୍ୟନ୍ତ ଅଦ୍ଭୁତ, କେତେକ ଅତ୍ୟନ୍ତ କୌତୂହଳପ୍ରଦ ହୋଇଥାଏ । ଭାରତର ତିନୋଟି ଗାଁରେ ଏକ ଅଜବ ପରମ୍ପରା ଏବେ ଲୋକଲୋଚନକୁ ଆସିଛି, ଯେଉଁଠାରେ ବର ନୁହେଁ ବରଂ ବରର ଭଉଣୀ ଭାଉଜକୁ ବିବାହ କରି ଘରକୁ ଆଣେ । ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଏଠାରେ ବର୍ଷ ବର୍ଷ ଧରି ଏହି ପରମ୍ପରାକୁ ଗାଁ ଲୋକମାନେ ମାନି ଆସୁଛନ୍ତି ।

କିଛି ଦିନ ତଳେ ଗୁଜୁରାଟର ଅମ୍ବାଲା ଗାଁର ନରେଶ ନାମକ ଜଣେ ବ୍ୟକ୍ତି ଫେରକୁୱା ଗାଁର ବଜାଲିଆ ହିଂମତା ରାଠୱାଙ୍କ ଝିଅ ଲୀଲାଙ୍କୁ ବିବାହ କରିଥିଲେ । ନରେଶଙ୍କ ଭଉଣୀ ଅମ୍ବାଲାରୁ ବରଯାତ୍ରୀ ନେଇ କନ୍ୟା ଘରକୁ ଯାଇଥିଲା । ସେଠାରେ କନ୍ୟା ସହ ସାତଫେରେ ନେଇଥିଲେ ନରେଶର ଭଉଣୀ । ପରେ ନୂଆ ଭାଉଜକୁ ଘରକୁ ଆଣିଥିଲେ । ଏହି ଖବର ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି । ବିବାହର ଏହି ଅଜବ ପରମ୍ପରାକୁ ଆଜି ବି ଆଦିବାସୀ ସମାଜର ଲୋକମାନେ ସମ୍ମାନ କରୁଛନ୍ତି । ଅମ୍ବାଲା, ସୁରଖେଡା ଏବଂ ସନାଡା ଗାଁରେ ଏହି ପରମ୍ପରା ଶତାବ୍ଦୀ ଚାଲିଆସୁଛି । ଏହି ତିନୋଟି ଗାଁର ଆରଧ୍ୟା ଦେବତା ହେଉଛନ୍ତି ଭରମାଦେବ ଏବଂ ଖୁନପାୱା । ଗାଁଲୋକଙ୍କ ବିଶ୍ୱାସ ଅନୁଯାୟୀ ଭରମାଦେବ କୁଆଁରା ଦେବତା । ତେଣୁ ଏହି ତିନୋଟି ଗାଁର କେହି ବି ଯୁବକ ବରଯାତ୍ରୀ ନେଇ ବିବାହ କରିବାକୁ ଗଲେ, ତାଙ୍କୁ ଭରମାଦେବଙ୍କ କ୍ରୋଧର ସମ୍ମୁìଖୀନ ହେବାକୁ ପଡ଼ିବ । ଏହି କ୍ରୋଧରୁ ରକ୍ଷା ପାଇବା ପାଇଁ ଗାଁର ଲୋକମାନେ ବୋହୂକୁ ଆଣିବା ପାଇଁ ଏକ ଶୋଭାଯାତ୍ରାରେ ବରର ଭଉଣୀକୁ ନେଇଯାଆନ୍ତି ।

ଏହାକୁ ନେଇ ଅମ୍ବାଲା ଗାଁରେ ରହୁଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ ଏହି ପରମ୍ପରାକୁ ମାନି ନଥିବା ଲୋକଙ୍କର ଜୀବନହାନି ଘଟିଛି । କିଛି ସମୟ ପୂର୍ବେ ଗାଁର ତିନିଜଣ ଯୁବକ ଏହି ପରମ୍ପରାକୁ ଭାଙ୍ଗି ନିଜେ ଯାଇ ବିବାହ କରିଥିଲେ, କି;ୁ ତିନିଜଣ ଯୁବକଙ୍କର ମୃତୁ୍ୟ ହୋଇଥିଲା । ଏହି ଘଟଣା ପରେ ପୁଣିଥରେ ଗାଁଲୋକମାନେ ଏହି ପରମ୍ପରାକୁ ବିଶ୍ୱାସ ଏବଂ ପାଳନ କରିବା ଆରମ୍ଭ କରିଥିଲେ ।
Afyon Travesti
Ağrı Travesti
Alanya Travesti
Amasya Travesti
Ankara Travesti
Ardahan Travesti
Artvin Travesti
Aydın Travesti
Balıkesir Travesti
Bartın Travesti
Batman Travesti
Bayburt Travesti
Bilecik Travesti
Bingöl Travesti
Bitlis Travesti
Bodrum Travesti
Bolu Travesti
Burdur Travesti
Bursa Travesti
Çanakkale Travesti
Çankırı Travesti
Çorum Travesti
Denizli Travesti
Diyarbakır Travesti
Düzce Travesti
Edirne Travesti
Elazığ Travesti
Erzincan Travesti
Erzurum Travesti
Eskişehir Travesti
Gaziantep Travesti
Giresun Travesti
Gümüşhane Travesti
Hatay Travesti
Iğdır Travesti
Isparta Travesti
İstanbul Travesti
İzmir Travesti
Kahramanmaraş Travesti
Karabük Travesti
Karaman Travesti
Kars Travesti
Kastamonu Travesti
Kayseri Travesti
Kilis Travesti
Kırıkkale Travesti
Kırklareli Travesti
Kırşehir Travesti
Kocaeli Travesti
Konya Travesti
Kuşadası Travesti
Kütahya Travesti
Lara Travesti
Malatya Travesti
Manisa Travesti
Mardin Travesti
Mersin Travesti
Muğla Travesti
Muş Travesti
Nevşehir Travesti
Niğde Travesti
Ordu Travesti
Osmaniye Travesti
Sakarya Travesti
Samsun Travesti
Şanlıurfa Travesti
Siirt Travesti
Sinop Travesti
Sivas Travesti
Şırnak Travesti
Tekirdağ Travesti
Tokat Travesti
Trabzon Travesti
Tunceli Travesti
Uşak Travesti
Van Travesti
Yalova Travesti
Yozgat Travesti
Zonguldak Travesti




