କିପରି ବ୍ୟବହାର କରିବେ ସନ୍‌ସ୍କ୍ରିନ୍‌

ଗ୍ରୀଷ୍ମଦିନେ ହେଉ କି ଶୀତଦିନେ ଆଜିକାଲି ଯୁବତୀମାନେ ତ୍ୱଚାରେ ସନ୍‌ସ୍କ୍ରିନ ଲଗାଇବାକୁ ପସନ୍ଦ କରୁଛନ୍ତି । ସନ୍‌ବର୍ନ ଏବଂ ଟ୍ୟାନ୍‌କୁ ଦୂର କରିବା ପାଇଁ ୂîବିୟୁଟି ଏକ୍ସପର୍ଟମାନେ ମଧ୍ୟ ଦିନକୁ ଦୁଇ ଥର ସନସ୍କ୍ରିନ ବ୍ୟବହାର କରିବାର ପରାମର୍ଶ ଦେଉଛନ୍ତି । ହେଲେ ସଠିକ୍‌ ଉପାୟରେ ବ୍ୟବହାର କଲେ ହିଁ ଏଥିରୁ ଅଧିକ ଲାଭ ମିଳିଥାଏ । ନଚେତ୍‌ ବ୍ରଣ, କଳାଦାଗ ପରି ସମସ୍ୟା ଦେଖାଯିବ । କେବଳ ସନ୍‌ସ୍କ୍ରିନ ଲଗାଇଦେଲେ ତ୍ୱଚା ଉପରେ କୌଣସି ପ୍ରଭାବ […]

Samaya Live Picture
Published On

ଗ୍ରୀଷ୍ମଦିନେ ହେଉ କି ଶୀତଦିନେ ଆଜିକାଲି ଯୁବତୀମାନେ ତ୍ୱଚାରେ ସନ୍‌ସ୍କ୍ରିନ ଲଗାଇବାକୁ ପସନ୍ଦ କରୁଛନ୍ତି । ସନ୍‌ବର୍ନ ଏବଂ ଟ୍ୟାନ୍‌କୁ ଦୂର କରିବା ପାଇଁ ୂîବିୟୁଟି ଏକ୍ସପର୍ଟମାନେ ମଧ୍ୟ ଦିନକୁ ଦୁଇ ଥର ସନସ୍କ୍ରିନ ବ୍ୟବହାର କରିବାର ପରାମର୍ଶ ଦେଉଛନ୍ତି । ହେଲେ ସଠିକ୍‌ ଉପାୟରେ ବ୍ୟବହାର କଲେ ହିଁ ଏଥିରୁ ଅଧିକ ଲାଭ ମିଳିଥାଏ ।

କିପରି ବ୍ୟବହାର କରିବେ ସନ୍‌ସ୍କ୍ରିନ୍‌

ନଚେତ୍‌ ବ୍ରଣ, କଳାଦାଗ ପରି ସମସ୍ୟା ଦେଖାଯିବ । କେବଳ ସନ୍‌ସ୍କ୍ରିନ ଲଗାଇଦେଲେ ତ୍ୱଚା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ଭାବିବା ସମ୍ପୂର୍ଣ୍ଣ ଭୁଲ୍‌ । ତେଣୁ ସନସ୍କ୍ରିନ ଲଗାଇବାର ଅଧଘଣ୍ଟା ପରେ ହିଁ ଘରୁ ବାହାରନ୍ତୁ । ସେହିପରି ନିଜର ସ୍କିନ ଟାଇପ ହିସାବରେ ହିଁ ସନସ୍କ୍ରିନ ଚୟନ କରନ୍ତୁ । ଯଦି ଆପଣଙ୍କ ତ୍ୱଚା ତୈଳଯୁକ୍ତ, ତାହେଲେ ଜେଲ୍‌ ସନ୍‌ସ୍କ୍ରିନକୁ ଭୁଲରେ ବି ଲଗାନ୍ତୁ ନାହିଁ । ଏଥିପାଇଁ ଆପଣଙ୍କୁ ମେଟ୍‌ ଫିନିଶ୍‌ ସନ୍‌ସ୍କ୍ରିନ କ୍ରିମ୍‌ ବ୍ୟବହାର କରନ୍ତୁ ।

କିପରି ବ୍ୟବହାର କରିବେ ସନ୍‌ସ୍କ୍ରିନ୍‌

ସବୁଠୁ ବଡ଼ କଥା, ସନସ୍କ୍ରିନ ଉପରେ ଦିଆଯାଇଥିବା ଏସପିଏଫ୍‌ ସ୍ତର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ବିୟୁଟି ଏକ୍ସପର୍ଟଙ୍କ ଅନୁଯାୟୀ ସମର୍‌ ସ୍କିନ କେୟାର ସମୟରେ ଅଧିକ ଏସପିଏଫ୍‌ ଥିବା କ୍ରିମକୁ ଚୟନ କରନ୍ତୁ । ଏହାସହ ବିଶେଷଜ୍ଞ କିମ୍ବା ଡାକ୍ତରଙ୍କ ପରାମର୍ଶରେ ହିଁ ଉପଯୁକ୍ତ ଏସପିଏଫ୍‌ ସନସ୍କ୍ରିନକୁ ନିଜ ରୁଟିନରେ ସାମିଲ କରନ୍ତୁ ।