ହନି ଚିକେନ୍
By: Ipsita
ସାମଗ୍ରୀ- ୨୫୦ ଗ୍ରାମ ବୋନ୍ଲେସ୍ ଚିକେନ୍, ୨ଚାମଚ ହନି ବା ମହୁ, ଏକ ଚାମଚ ବଟର, ଅଳ୍ପ ପରିମାଣ ମରିଚ ଗୁଣ୍ଡା, ଏକ ଚାମଚ ଅଦା ରସୁଣ ପେଷ୍ଟ,
ପ୍ରଣାଳୀ - ପ୍ରଥମେ ଚିକେନ୍କୁ ୪ରୁ ୫ମିନିଟ୍ ପର୍ଯ୍ୟନ୍ତ ମିଡିଅମ ଆଞ୍ଚରେ ଭାଜନ୍ତୁ । ଏହାପରେ ପ୍ୟାନ୍ରେ ବଟର ଓ ମହୁ ପକାନ୍ତୁ । ବଟର ମେଲଫ ହେବା ପରେ ଆଞ୍ଚ ବନ୍ଦ କରିଦିଅନ୍ତୁ । ବର୍ତ୍ତମାନ ସେଥିରେ ଲେମ୍ବୁରସ, ଅଦା ପେଷ୍ଟ ଓ ଲୁଣ ପକାଇ ମିଶାନ୍ତୁ । ସେହି ମିଶ୍ରଣରେ ବର୍ତ୍ତମାନ ଚିକେନ୍ ପକାଇ ୧୦ ମିନିଟ୍ ପାଇଁ ରାନ୍ଧନ୍ତୁ । ଚିକେନ୍ ସିଝି ଯିବା ପରେ ପ୍ରସ୍ତୁତ ହୋଇଗଲା ହନି ଚିକେନ୍ ।
Read More ତ୍ୱଚା ଉପରେ ଜୀବନଶୈଳୀର ପ୍ରଭାବ
Tags:


