ବର୍ଷାରେ କେଶର ଯତ୍ନ

କେଶର ଯତ୍ନ ନେବାକୁ କିଏ ବା ନ ଚାହେଁ , ଖାସ୍‌ କରି ଝିଅ ମାନେ ସବୁବେଳେ କେଶ ପାଇଁ ଚିନ୍ତିତ ଥାଆନ୍ତି । ବର୍ଷା ଦିନେ କେଶର ଅଧିକ ଯନି ନେବାକୁ ହୋଇଥାଏ , କାରଣ ଏହି ଦିନେ କେଶ ଉପୁଡିବା, ରୂପି ହେବା ଭଳି ସମସ୍ୟା ଅଧିକ ଦେଖାଯାଏ । ତେଣୁ ଏଭଳି କିଛି ଘୋରଇ ଉପଚାର ରହିଛି, ଯାହାକୁ ଉପଯୋଗ କରିବା ଦ୍ୱାରା ଆମେ ଆମ ବର୍ଷା ଦିନେ ଆମ କେଶକୁ ସୁସ୍ଥ […]

Samaya Live Picture
Published On

କେଶର ଯତ୍ନ ନେବାକୁ କିଏ ବା ନ ଚାହେଁ , ଖାସ୍‌ କରି ଝିଅ ମାନେ ସବୁବେଳେ କେଶ ପାଇଁ ଚିନ୍ତିତ ଥାଆନ୍ତି । ବର୍ଷା ଦିନେ କେଶର ଅଧିକ ଯନି ନେବାକୁ ହୋଇଥାଏ , କାରଣ ଏହି ଦିନେ କେଶ ଉପୁଡିବା, ରୂପି ହେବା ଭଳି ସମସ୍ୟା ଅଧିକ ଦେଖାଯାଏ । ତେଣୁ ଏଭଳି କିଛି ଘୋରଇ ଉପଚାର ରହିଛି, ଯାହାକୁ ଉପଯୋଗ କରିବା ଦ୍ୱାରା ଆମେ ଆମ ବର୍ଷା ଦିନେ ଆମ କେଶକୁ ସୁସ୍ଥ ରଖିପାରିବା ।
– ବର୍ଷା ଦିନେ ଯେତେବେଳେ କେଶରେ ତେଲ ଲଗାଇବେ, ସେତେବେଳେ ନଖ ଉଷୁମ କରି ଲଗାଇବା ଉଚିତ ।
-ଧ୍ୟାନ ରଖନ୍ତୁ ଯେପରି ବର୍ଷା ପାଣିରେ କେଶ ଓଦା ନହୁଏ ।
– କେଶରେ ଅଅଁଳା ତେଲ ଲଗାଇବା ଲାଭଦାୟକ ହୋଇଥାଏ, ଏହାକୁ ଘରେ ପ୍ରସ୍ତୁତ କରି ବ୍ୟବହାର କରନ୍ତୁ ବେଶି ଉପକାରୀ ହେବ ।
-ଏ ଦିନେ ଥଣ୍ଡା ପାଣିରେ କେଶ ଧୋଇବା ଉଚିତ୍‌ ।
-ଏହାଛଡା କେଶ ଧୋଇବା ଆଗରୁ କେଶମୂଳରେ ଲେମ୍ବୁ ରସ ଲଗାଇ ୨୦ ମିନିଟ ପରେ ଧୋଇବା ଦ୍ୱାରା ରୂପି କମିଥାଏ । ତେବେ ଲେମ୍ବୁ କେତେଜଣଙ୍କ କେଶ ପାଇଁ କ୍ଷତିକାରକ
ହୋଇଥାଏ ,ତେଣୁ ନିଜ କେଶ ହିସାବରେ ବ୍ୟବହାର କରିବେ ।
– କେଶର ଘନତ୍ୱ ବଢାଇବା ପାଇଁ ପିଆଜ ରସ ମଧ୍ୟ ଲଗାଇ ପାରିବେ ।

Tags: