ଗାଜର ବିଟ୍‌ ଛିଲ୍ଲା

ସାମଗ୍ରୀ- ବେସନ, ଗାଜର, ବିଟ, ପିଆଜ, ରସୁଣ କଟା, ଧନିଆ ପତ୍ର, କଞ୍ଚାଲଙ୍କା, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ, ଲୁଣ । ପ୍ରଣାଳୀ – ପ୍ରଥମେ ବେସନରେ କଟା ପିଆଜ,ରସୁଣ, ଗ୍ରେଟ ହୋଇଥିବା ଗାଜର ଓ ବିଟ୍‌କୁ, ଧନିଆପତ୍ର କଟା, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ, ଲୁଣ ଓ ପାଣି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣକୁ ବର୍ତ୍ତମାନ ଛିଲ୍ଲା ଭଳି ଆକର ଦେଇ କରି ନିଅନ୍ତୁ । ଏହା […]

ଗାଜର ବିଟ୍‌ ଛିଲ୍ଲା

ସାମଗ୍ରୀ- ବେସନ, ଗାଜର, ବିଟ, ପିଆଜ, ରସୁଣ କଟା, ଧନିଆ ପତ୍ର, କଞ୍ଚାଲଙ୍କା, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ, ଲୁଣ ।
ପ୍ରଣାଳୀ – ପ୍ରଥମେ ବେସନରେ କଟା ପିଆଜ,ରସୁଣ, ଗ୍ରେଟ ହୋଇଥିବା ଗାଜର ଓ ବିଟ୍‌କୁ, ଧନିଆପତ୍ର କଟା, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ, ଲୁଣ ଓ ପାଣି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହି ମିଶ୍ରଣକୁ ବର୍ତ୍ତମାନ ଛିଲ୍ଲା ଭଳି ଆକର ଦେଇ କରି ନିଅନ୍ତୁ । ଏହା ଖାଇବାକୁ ଖୁବ ସ୍ୱାଦିଷ୍ଟ ହେବା ସହିତ ସ୍ୱାସ୍ଥ୍ୟକର ମଧ୍ୟ ହୋଇଥାଏ ।

Tags:

Related Posts

ବିବାହର ରଙ୍ଗ

ବିବାହର ରଙ୍ଗ

ଲିଚୁ ପାୟସ

ଲିଚୁ ପାୟସ

ଚା

ଚା