ମଜାଦାର ମେସେଜ

ଆଜିକାଲିର ସୋସିଆଲ ମିଡିଆ ଯୁଗରେ ବିଭିନ୍ନ ନୂଆନୂଆ ଘଟଣା ସାମନାକୁ ଆସୁଛି । ବିଶେଷ କରି ଯୁବ ପିଢି ଏହାର ବେଶ୍‌ ନିଆରା ଢଙ୍ଗରେ ବ୍ୟବହାର କରୁଛନ୍ତି । ତେବେ ସୋସିଆଲ ମିଡିଆରେ କଥା ହେବା ସମୟରେ ଭାବର ଆଦାନ ପ୍ରଦାନ ପାଇଁ ସେମାନେ କେତେକ ନିଆରା ସ୍ୱତନ୍ତ୍ର ଶବ୍ଦ ବ୍ୟବହାର କରୁଛନ୍ତି, ଯାହାକୁ ଇଂରାଜୀରେ ସୋସିଆଲ ମିଡିଆ ଆକ୍ରୋନିମସ କୁହାଯାଉଛି । ତେବେ ଏହି ଶବ୍ଦର ଅର୍ଥ ବୟସ୍କ ବ୍ୟକ୍ତିଙ୍କୁ ବୁଝିବା କଷ୍ଟକର ହୋଇ ପଡୁଛି […]

Samaya Live Picture
Published On

ଆଜିକାଲିର ସୋସିଆଲ ମିଡିଆ ଯୁଗରେ ବିଭିନ୍ନ ନୂଆନୂଆ ଘଟଣା ସାମନାକୁ ଆସୁଛି । ବିଶେଷ କରି ଯୁବ ପିଢି ଏହାର ବେଶ୍‌ ନିଆରା ଢଙ୍ଗରେ ବ୍ୟବହାର କରୁଛନ୍ତି । ତେବେ ସୋସିଆଲ ମିଡିଆରେ କଥା ହେବା ସମୟରେ ଭାବର ଆଦାନ ପ୍ରଦାନ ପାଇଁ ସେମାନେ କେତେକ ନିଆରା ସ୍ୱତନ୍ତ୍ର ଶବ୍ଦ ବ୍ୟବହାର କରୁଛନ୍ତି, ଯାହାକୁ ଇଂରାଜୀରେ ସୋସିଆଲ ମିଡିଆ ଆକ୍ରୋନିମସ କୁହାଯାଉଛି । ତେବେ ଏହି ଶବ୍ଦର ଅର୍ଥ ବୟସ୍କ ବ୍ୟକ୍ତିଙ୍କୁ ବୁଝିବା କଷ୍ଟକର ହୋଇ ପଡୁଛି ।

Funny message on Social media

ଏହି ଶବ୍ଦ ସବୁ ଇଂରାଜୀରେ । ଏକ ଲମ୍ବା ଧାଡିକୁ ଲେଖିବା ବଦଳରେ ଯୁବପିଢି ଏଭଳି ଛୋଟଛୋଟ ଇଂରାଜୀ ଶବ୍ଦ ବ୍ୟବହାର କରୁଛନ୍ତି । ଯାହା ଧାଡିଟିର ଅର୍ଥକୁ ବୁଝାଉଛି । ଏହି ଭଳି ଅନେକ ଶବ୍ଦ ସୋସିଆଲ ମିଡିଆରେ ଘୁରିବୁଲୁଛି । ଯାହାକୁ ଛୋଟ ଠାରୁ ବଡ ସମସ୍ତେ ବ୍ୟବହାର କରିବା ସହିତ ଏହି ସବୁ ଶବ୍ଦର ମଜା ନେଉଛନ୍ତି ।

ଡବ୍ଲìଏଫଏଚ୍‌ – ୱାର୍କ ଫ୍ରମ ହୋମ

ଡବ୍ଲìବିୟୁ – ହ୍ୱାଟ ଏବାଉଟ୍‌ ୟୁ

ୟୋଲୋ – ୟୁ ଓନ୍‌ଲି ଲିଭ୍‌ ୱାନ୍ସ

ଟିଏମ୍‌ଆଇ – ଠୁ ମଚ ଇନଫରମେସନ୍‌

ଟିବିଏଚ୍‌ – ଟୁ ବି ଅନେଷ୍ଟ

ଟିଜିଆଇଏଫ୍‌ – ଥ୍ୟାଙ୍କ ଗଡ ଇଟସ୍‌ ଫ୍ରାଇଡେ

ଏସ୍‌ଏଫ୍‌ଡବ୍ଲ୍ୟ – ସେଫ ଫର ୱାର୍କ

ଓଟିପି – ୱାନ ଟ୍ରୁ ପେୟାରିଂ

ଓଓଟିଡି – ଆଉଟ୍‌ଫିଟ୍‌ ଅଫ ଦି ଡେ

ଓଏମ୍‌ଡବ୍ଲì୍ୟ – ଅନ୍‌ ମାଇ େୱ

ଏନ୍‌ବିଡି – ନୋ ବିଗ୍‌ ଡିଲ୍‌

ଏନ୍‌ଭିଏମ୍‌ – ନେଭର ମାଇଣ୍ଡ

ଏଲ୍‌ଓଏଲ୍‌ – ଲାଫିଂ ଆଟ୍‌ ଲାଉଡ

ଏଲ୍‌ଏମ୍‌କେ – ଲେଟ ମି ନୋ

ଜେକେ – ଜଷ୍ଟ କିଡିଂ

ଆଇଆରଏଲ୍‌ – ଇନ୍‌ ରିଅଲ ଲାଇଫ୍‌

ଆଇଏମ୍‌ଓ – ଇନ୍‌ ମାଇ ଓପିନିଅନ

ଆଇଡିକେ – ଆଇ ଡୋଣ୍ଟ ନୋ

ଆଇଡିସି – ଆଇ ଡୋଣ୍ଟ କେୟାର

ଆଇଆର୍‌ଏଲ – ଇନ୍‌ ରିଅଲ ଲାଇଫ

ଏଚ୍‌ଏମବି – ହିଟ୍‌ ମି ବ୍ୟାକ

ଏଚ୍‌ବିଡି – ହାପି ବାର୍ଥ ଡେ

ଏଫ୍‌ ୱାଇଆଇ – ଫର ଇଓର ଇନ୍‌ଫରମେସନ

ଜିଜି – ଗୁଡ ଗେମ

ଜିଟିଆର୍‌ – ଗଟ ଟୁ ରନ୍‌

ଏଫ୍‌ଟିଏଫ୍‌ୱାଇ – ଫିକ୍ସ ଦ୍ୟାଟ୍‌ ଫର ୟୁ

ଫୋମୋ – ଫିଅର ଅଫ ମିଶିଂ ଆଉଟ୍‌

ଏଫବିଏଫ – ଫ୍ଲାସ ବ୍ୟାକ ଫ୍ରାଇଡେ

ବିଟିଡବ୍ଲì୍ୟ – ବାଇ ଦି େୱ

ଡିୱାଇକେ – ଡିଡ୍‌ ୟୁ ନୋ

ଡିଏଇ – ଡଜ୍‌ ଏନି ୱାନ ଏଲ୍ସ

ବିଟିଏସ୍‌ – ବିହାଇଣ୍ଡ ଦି ସିନ୍‌

ବିଆର୍‌ବି – ବି ରାଇଟ୍‌ ବ୍ୟାକ

ଏଏମ୍‌ଏ – ଆସ୍କ ମି ଏନି ଥିଙ୍ଗ

ଏଏଫଏଆଇକେ – ଆଜ ଫାର ଆଜ ଆଇ ନୋ