ଛେନା ବିସ୍କୁଟ

ଛେନା ବିସ୍କୁଟ
Ipsita Picture
By: Ipsita
Published On

 

ସାମଗ୍ରୀ _  ମଇଦା ୧ କପ, ଚିନି ଅଧାକପ, କ୍ଷୀର ଆଧାକପ, ଛେନା ଅଧାକପ, ରିଫାଇନ ତେଲ, ବେକିଂ ପାଉଡର, ଘିଅ, ଲୁଣ ।

ପ୍ରଣାଳୀ _ ପ୍ରଥମେ ଚିନିକୁ ଗୁଣ୍ଡ କରି ଦିଅନ୍ତୁ । ମଇଦା ସହିତ ବେକିଂ ପାଉଡରକୁ ଭଲଭାବରେ ମିଶାଇ ଦିଅନ୍ତୁ । ଚିନି, ଲୁଣ, ଘିଅ, ରିଫାଇନ, ଚିପୁଡା ଛେନାକୁ ମିଶାଇ ଭଲଭାବରେ ଚକଟି ଦିଅନ୍ତୁ । ସେଥିରେ ମଇଦା ଓ କ୍ଷୀର ମିଶାଇ ଦଳି ଦିଅନ୍ତୁ । ଏଥିରୁ ମନ ମୁତାବକ ଆକାରର ବିସ୍କୁଟ କାଟି ଓଭାନରେ ରଖି ବେକ କରନ୍ତୁ ।

Tags: