ଉଷୁନା ଚାଉଳ ଚକୁଳି

ଓଡିଆ ରୁଚି

ଉଷୁନା ଚାଉଳ ଚକୁଳି
Ipsita Picture
By: Ipsita

 

 

ସାମଗ୍ରୀ _ ଉଷୁନା ଚାଉଳ ୫୦୦ଗ୍ରାମ , ବିରି ୨୦୦ ଗ୍ରାମ,ଲୁଣ ସ୍ବାଦ ଅନୁସାରେ, ତେଲ ଆବଶ୍ୟକତା ଅନୁସାରେ ।

ପ୍ରଣାଳୀ _ ବିରି ଓ ଚାଉଳକୁ ଅଲଗା ଅଲଗା ବତୁରାଇ ନିଅନ୍ତୁ । ଏହା କିଛି ଘଣ୍ଟା ବତୁରିବା ପରେ ଉଭୟକୁ ମିଶାଇ ବାଟି ନିଅନ୍ତୁ । ବାଟିବା ପରେ ମଧ୍ୟ ଆଣକୁ କିଛି ସମୟ ରଖନ୍ତୁ । ଏହାପରେ ତାୱାରେ ତେଲ ମାରି ଚକୁଳି ପ୍ରସ୍ତୁତ କରନ୍ତୁ । ଚକୁଳି ଉପରେ ଭୃସଙ୍ଗପତ୍ର ଓ ପିଆଜ କଟା ମଧ୍ୟ ଦେଇପାରିବେ । ଏହାକୁ ଗରମଗରମ ଯେ କୌଣସି ଚଟଣି ସହିତ ପରଷନ୍ତୁ ଖୁବ ସ୍ବାଦିଷ୍ଟ ହୋଇଥାଏ 

Tags:

Related Posts

ଆଳୁ ଖିରି

ଆଳୁ ଖିରି

ସକ୍କରାଇ ପୋଙ୍ଗଲ

ସକ୍କରାଇ ପୋଙ୍ଗଲ

ମକର  ଚାଉଳ

ମକର  ଚାଉଳ