ବଟର କେକ

ବଟର  କେକ
Ipsita Picture
By: Ipsita
Published On


ସାମଗ୍ରୀ - ମଇଦା, ଚିନି,କ୍ଷୀର, ଅଣ୍ଡା, ନଡିଆ କୋରା, ବଟର, ବେକିଂ ପାଉଡର, ଭାନିଲା ଏସେନ୍ସ ।
ପ୍ରଣାଳୀ - ବଟର, ଚିନି ଗୁଣ୍ଡ, ଭାନିଲା, କ୍ଷୀରକୁ ଫେଣ୍ଟି ନିଅନ୍ତୁ । ଏହାପରେ ମଇଦା, ନଡିଆ କୋରା ଓ ବେକିଂ ପାଉଡର ଗୋଳାଇ ନିଅନ୍ତୁ । ଏହାପରେ ଓଭାନରେ ଦେଇ ପ୍ରସ୍ତୁତ କରନ୍ତୁ ବଟର ନଡିଆ କେକ ।

Tags: