ବାଳାସନ

ଏହି ଆସନଟିକୁ କରିବା ପାଇଁ ସର୍ବପ୍ରଥମେ ଯୋଗମ୍ୟାଟ୍‌ ଉପରେ ଆଣ୍ଠାନ୍ତୁ । ଏହାପରେ ଗୋଇଠି ଉପରେ ବସିଯାଆନ୍ତୁ । ଆପଣଙ୍କ ହାତ ଦୁଇଟିକୁ ସମାନ୍ତରାଳ ଭାବେ ଉପରକୁ ଟେକି ଧୀରେ ଧୀରେ ମୁଣ୍ଡ ତଳେ ଲଗାନ୍ତୁ । ଏହାକୁ କରିବା ବେଳେ ଫଟୋ ଭଳି ଆପଣଙ୍କୁ ଦୁଇ ପାପୁଲି ଯେମିତି ଭୂଇଁରେ ସମାନ ରୂପେ ଲାଗିଥିବ । ଏହି ପୋଜ୍‌ରେ କିଛି ସମୟ ରହି ପୂର୍ବାବସ୍ଥାକୁ ଫେରିଆସନ୍ତୁ । ଏହାକୁ ଚାଇଲï ପୋଜ୍‌ କୁହାଯାଏ ଏବଂ ରେଷ୍ଟ […]

Samaya Live Picture
Published On

ଏହି ଆସନଟିକୁ କରିବା ପାଇଁ ସର୍ବପ୍ରଥମେ ଯୋଗମ୍ୟାଟ୍‌ ଉପରେ ଆଣ୍ଠାନ୍ତୁ । ଏହାପରେ ଗୋଇଠି ଉପରେ ବସିଯାଆନ୍ତୁ । ଆପଣଙ୍କ ହାତ ଦୁଇଟିକୁ ସମାନ୍ତରାଳ ଭାବେ ଉପରକୁ ଟେକି ଧୀରେ ଧୀରେ ମୁଣ୍ଡ ତଳେ ଲଗାନ୍ତୁ । ଏହାକୁ କରିବା ବେଳେ ଫଟୋ ଭଳି ଆପଣଙ୍କୁ ଦୁଇ ପାପୁଲି ଯେମିତି ଭୂଇଁରେ ସମାନ ରୂପେ ଲାଗିଥିବ । ଏହି ପୋଜ୍‌ରେ କିଛି ସମୟ ରହି ପୂର୍ବାବସ୍ଥାକୁ ଫେରିଆସନ୍ତୁ । ଏହାକୁ ଚାଇଲï ପୋଜ୍‌ କୁହାଯାଏ ଏବଂ ରେଷ୍ଟ ନେବା ପାଇଁ ଏହି ପୋଜ୍‌କୁ ବ୍ୟବହାର କରାଯାଇଥାଏ ।
ଲାଭ
-ଏହାଦ୍ୱାରା କ୍ଳାନ୍ତି ଦୂର ହୁଏ ଏବଂ ଶରୀରକୁ ରିଲାକ୍ସ ମିଳିଥାଏ ।
-ଚିନ୍ତା ଦୂର କରାଇବାରେ ଏହି ଆସନ ସହଯୋଗ କରେ ।
-ପାରାସିମ୍ପାଥେଟିକ୍‌ ନର୍ଭସ୍‌ ସିଷ୍ଟମ୍‌ ବା ରିଲାକ୍ସେସନ୍‌ ରେସ୍ପନ୍ସକୁ ସକ୍ରିୟ କରିବା ସହିତ ସିମ୍ପାଥେଟିକ୍‌ ନର୍ଭସ୍‌ ସିଷ୍ଟମ୍‌ ବା ଷ୍ଟ୍ରେସ୍‌ ରେସ୍ପନ୍ସକୁ ନିଷ୍କ୍ରିୟ କରିଥାଏ ।
-ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।
-ପଛ ମାଂସପେଶୀକୁ ସୁଦୃଢ କରେ ।
-ମୁଣ୍ଡବିନ୍ଧା ବା ମାଇଗ୍ରେନ୍‌ର ଲକ୍ଷଣକୁ କମ୍‌ କରେ ।

Tags: