ବର୍ଷକୁ ୮ ଲକ୍ଷ ଜୀବନ ନେଉଛି ଅବସାଦ

ସମୟ ଲାଇଭ୍‍,୧୨/୧୧: ବର୍ଷକୁ ପ୍ରାୟ ୮ ଲକ୍ଷ ଲୋକ ଆତ୍ମହତ୍ୟା କରୁଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ତେବେ ମାନସିକ ବିଷାଦ ଓ ଅଭାବ ଅନଟନ ଆତ୍ମହତ୍ୟାର ପ୍ରମୁଖ କାରଣ ପାଲଟିଛି। ଆତ୍ମହତ୍ୟା ପନ୍ଥା ଆପଣାଉଥିବା ବିଷାଗ୍ରସ୍ତ ବ୍ୟକ୍ତିଙ୍କ ମଧ୍ୟରେ ୧୭ ପ୍ରତିଶ ଭାରତୀୀୟ ଥିବା ଜଣାପଡ଼ିଛି। ଆତ୍ମହତ୍ୟା କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ୧୫ରୁ ୨୯ ବୟସର ଯୁବବର୍ଗଙ୍କ ସଂଖ୍ୟା ଅଧିକ। ଧନୀ ଓ ଗରିବ ଉଭୟବର୍ଗର ଲୋକ ଆତ୍ମହତ୍ୟା କରୁଛନ୍ତି। ଧନୀ ବ୍ୟକ୍ତିଙ୍କ ଜୀବନ ତ୍ୟାଗ କରିବାର […]

Samaya Live Picture
Published On

ସମୟ ଲାଇଭ୍‍,୧୨/୧୧: ବର୍ଷକୁ ପ୍ରାୟ ୮ ଲକ୍ଷ ଲୋକ ଆତ୍ମହତ୍ୟା କରୁଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ତେବେ ମାନସିକ ବିଷାଦ ଓ ଅଭାବ ଅନଟନ ଆତ୍ମହତ୍ୟାର ପ୍ରମୁଖ କାରଣ ପାଲଟିଛି। ଆତ୍ମହତ୍ୟା ପନ୍ଥା ଆପଣାଉଥିବା ବିଷାଗ୍ରସ୍ତ ବ୍ୟକ୍ତିଙ୍କ ମଧ୍ୟରେ ୧୭ ପ୍ରତିଶ ଭାରତୀୀୟ ଥିବା ଜଣାପଡ଼ିଛି। ଆତ୍ମହତ୍ୟା କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ୧୫ରୁ ୨୯ ବୟସର ଯୁବବର୍ଗଙ୍କ ସଂଖ୍ୟା ଅଧିକ। ଧନୀ ଓ ଗରିବ ଉଭୟବର୍ଗର ଲୋକ ଆତ୍ମହତ୍ୟା କରୁଛନ୍ତି। ଧନୀ ବ୍ୟକ୍ତିଙ୍କ ଜୀବନ ତ୍ୟାଗ କରିବାର ମୁଖ୍ୟ କାରଣ ଅବସାଦ ହୋଇଥିବା ବେଳେ ଗରିବମାନେ ଅର୍ଥହୀନତା ପାଇଁ ଆତ୍ମହତ୍ୟା କରୁଛନ୍ତି। ତେବେ ପ୍ରତି ୨୦ଜଣ ଆତ୍ମହତ୍ୟା ଉଦ୍ୟମକାରୀଙ୍କ ମଧ୍ୟରେ ଜଣେ ମୃତ୍ୟୁବରଣ କରୁଥିବା ଜଣାପଡ଼ିଛି।

Tags: