ସ୍କିନ୍‌ କେୟାର

ବୟସ ବଢିଲେ ଆମର ସ୍କିନ୍‌ରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ବୟସାଧୀକ କାରଣରୁ ଆମ ତ୍ୱଚ୍ଚାରେ ବିଭିନ୍ନ ଦାଗ, ରିଙ୍କଲ୍‌ ଓ ଲୋଚାପଣ ଦେଖିବାକୁ ମିଳିଥାଏ । ବୟସ ଅଧିକ ହେବା ଦ୍ୱାରା ଆମ ଶରୀରରେ କୋଲାଜେନ୍‌ ନାମକ ପ୍ରୋଟିନର ଅଭାବ ଦେଖିବାକୁ ମିଳିଥାଏ । ତେବେ ଏହାର ଅଭାବ ଦୂର କରିବାକୁ ବିଭିନ୍ନ ପ୍ରକାର ଲାଇଫ୍‌ ଷ୍ଟାଇଲ ଟ୍ରିକ ରହିଛି ଯାହାର ଅନୁକରଣ କରିବାକୁ ହୋଇଥାଏ । ଆସନ୍ତୁ ଜାଣିବା ସେହିଭଳି କିଛି […]

Samaya Live Picture
Published On

ବୟସ ବଢିଲେ ଆମର ସ୍କିନ୍‌ରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ବୟସାଧୀକ କାରଣରୁ ଆମ ତ୍ୱଚ୍ଚାରେ ବିଭିନ୍ନ ଦାଗ, ରିଙ୍କଲ୍‌ ଓ ଲୋଚାପଣ ଦେଖିବାକୁ ମିଳିଥାଏ । ବୟସ ଅଧିକ ହେବା ଦ୍ୱାରା ଆମ ଶରୀରରେ କୋଲାଜେନ୍‌ ନାମକ ପ୍ରୋଟିନର ଅଭାବ ଦେଖିବାକୁ ମିଳିଥାଏ । ତେବେ ଏହାର ଅଭାବ ଦୂର କରିବାକୁ ବିଭିନ୍ନ ପ୍ରକାର ଲାଇଫ୍‌ ଷ୍ଟାଇଲ ଟ୍ରିକ ରହିଛି ଯାହାର ଅନୁକରଣ କରିବାକୁ ହୋଇଥାଏ । ଆସନ୍ତୁ ଜାଣିବା ସେହିଭଳି କିଛି ଟ୍ରିକ୍‌ ବିଷୟରେ ।
– ଫେସିଆଲ ମସାଜ୍‌ : କୋଲାଜେନ୍‌ ରେଗୁଲେଟ୍‌ କରିବାର ସବୁଠାରୁ ଇଫେକ୍ଟିଭ ଉପାୟ ହେଲା ସ୍କିନ୍‌ ମସାଜ । ପ୍ରତିଦିନ ନିଜ ମୁହଁକୁ ହାଲୁକା ହାତରେ ମସାଜ କରନ୍ତୁ । ଏହା ଦ୍ୱାରା ବ୍ଲଡ୍‌ ଫ୍ଲୋ ସହିତ ସ୍କିନ୍‌ରେ ଅକ୍ସିଜେନ୍‌ର ମାତ୍ରା ବଢିଥାଏ ।
– ଭିଟାମିନ୍‌ ସି : ନିଜର ସ୍କିନ୍‌ କେୟାର ରୁଟିନ୍‌ରେ ଭିଟାମିନ୍‌ ସି ଆଡ କରନ୍ତୁ । ଏହା ଆମ ସ୍କିନ୍‌ ପାଇଁ ଟନିକ ଭଳି କାମ କରିଥାଏ । ସ୍କିନ୍‌ରେ ବୟସ ବଢିବା କାରଣରୁ କମିଥିବା ପୋଷଣକୁ ଏହା ପୂରଣ କରିଥାଏ । ଏହାସହ ଏହା ପ୍ରାକୃତିକ ଉପାୟରେ କୋଲାଜେନ୍‌ ବଢିବାରେ ମଧ୍ୟ ସାହାଯ୍ୟ କରିଥାଏ ।
ଡାଏଟ୍‌ ରେ ଧ୍ୟାନ : ତେବେ ବାହାର କସମେଟିକ୍‌ ସହିତ ନିଜ ଡାଏଟ୍‌ର ଖାସ ଧ୍ୟାନ ରଖିବାକୁ ପଡିଥାଏ । ଖାଦ୍ୟରେ ଆଣ୍ଟିଅକ୍ସିଡାଣ୍ଟ, ଓମେଗା -୩, ପ୍ରୋଟିନ୍‌ ଆଡ କରନ୍ତୁ । ଖାଦ୍ୟରେ ପନିପରିବା, ଫଳ, ମାଛ, ଶାଗ,ଦହି ଆଦି ଖାଆନ୍ତୁ ଏହା ତ୍ୱଚାା ପାଇଁ ଖୁବ ଭଲ ହୋଇଥାଏ ।
ସନ୍‌ସ୍କିନ୍‌ ଲୋସନ : ସେହିଭଳି ଯେତେବେଳେ ବି ବାହରକୁ ଯାଉଛନ୍ତି ଖରା ଥାଉ କି ନଥାଉ ସନ୍‌ ସ୍କ୍ରିନ୍‌ ଲଗାନ୍ତୁ । ଏହା ତ୍ୱଚା ପାଇଁ ଖୁବ ଉପକାରୀ ହୋଇଥାଏ । ଏହା ଟ୍ୟାନିଂ ଦୂର କରିଥାଏ ଏବଂ ଚର୍ମରେ ଗ୍ଲୋ ଆଣିଥାଏ ।

Tags: