ସୁଖ ଆଣେ ରୂପା ମୟୂର

ଏଭଳି ଅନେକ ସମସ୍ୟା ଅଛି ଯାହାକୁ ସମାଧାନ କରିବା ପାଇଁ ଲୋକମାନେ ଜ୍ୟୋତିଷ ଓ ବିଭିନ୍ନ ବସ୍ତୁର ସାହାଯ୍ୟ ନିଅନ୍ତିା ଏଭଳି ବିଭିନ୍ନ ପ୍ରକାରର ବସ୍ତୁ ଅଛି ଯାହା ଆମକୁ ଗ୍ରହ ଦୋଷରୁ ବଞ୍ଚାଇଥାଏା ସେହିଭଳି ଯଦି ଆପଣଙ୍କ ପରିବାରରେ କିଛି ସମସ୍ୟା ଅଛି କିମ୍ବା ଆର୍ଥିକ ସଙ୍କଟ ଦେଖାଦେଇଛି, ତେବେ ଘରେ ରୂପାର ମୟୁର ରଖନ୍ତୁ ସମସ୍ୟାର ସମାଧାନ ହେବା ରୂପାର ମୟୂର ଦୁଇପ୍ରକାରରେ ଲାଭଦାୟକ ବୋଲି ବିବେଚନା କରାଯାଇଥାଏା ପ୍ରଥମତଃ ରୂପାକୁ ଶୁଭ ଧାତୁ […]

ସୁଖ ଆଣେ ରୂପା ମୟୂର
Samaya Live Picture
Published On

ଏଭଳି ଅନେକ ସମସ୍ୟା ଅଛି ଯାହାକୁ ସମାଧାନ କରିବା ପାଇଁ ଲୋକମାନେ ଜ୍ୟୋତିଷ ଓ ବିଭିନ୍ନ ବସ୍ତୁର ସାହାଯ୍ୟ ନିଅନ୍ତିା ଏଭଳି ବିଭିନ୍ନ ପ୍ରକାରର ବସ୍ତୁ ଅଛି ଯାହା ଆମକୁ ଗ୍ରହ ଦୋଷରୁ ବଞ୍ଚାଇଥାଏା ସେହିଭଳି ଯଦି ଆପଣଙ୍କ ପରିବାରରେ କିଛି ସମସ୍ୟା ଅଛି କିମ୍ବା ଆର୍ଥିକ ସଙ୍କଟ ଦେଖାଦେଇଛି, ତେବେ ଘରେ ରୂପାର ମୟୁର ରଖନ୍ତୁ ସମସ୍ୟାର ସମାଧାନ ହେବା ରୂପାର ମୟୂର ଦୁଇପ୍ରକାରରେ ଲାଭଦାୟକ ବୋଲି ବିବେଚନା କରାଯାଇଥାଏା ପ୍ରଥମତଃ ରୂପାକୁ ଶୁଭ ଧାତୁ ଭାବେ ଗଣାଯାଇଥାଏା ଦ୍ୱିତୀୟତଃ ମୟୂର ଦେବତାଙ୍କର ପ୍ରିୟ ହୋଇଥାଏା ତେଣୁ ଦୁଇଟି ଜିନିଷ ମିଶିବା ଫଳରେ ସକରାତ୍ମକ ଫଳ ମିଳିଥାଏା ଯଦି ଅନେକ ସମୟରେ ଆପଣଙ୍କ ଘରେ ଆର୍ଥିକ ସଙ୍କଟ ଦେଖାଦେଉଛି, ତେବେ ଏଥିରୁ ମୁକ୍ତି ପାଇଁ ଘରେ ରୂପାର ମୟୂର ରଖନ୍ତୁା ତେବେ ଧ୍ୟାନ ରଖନ୍ତୁ ମୟୁରର ମୂର୍ତ୍ତିଟି ନୃତ୍ୟ ଅବସ୍ଥାରେ ଥିବା
ସୁଖ ଆଣେ ରୂପା ମୟୂର

Tags: