ମଖାନା ଚାଟ୍
ସାମଗ୍ରୀ – ମଖାନା, ଛୋଟ କଟା ପିଆଜ, କଟା ଟମାଟୋ,କଟା କଞ୍ଚାଲଙ୍କା, ଧନିଆ ପତ୍ର କଟା, ଭଜା ବାଦାମ, ଛଣା ସେଉ, ଲେମ୍ବୁ ରସ, ଚାଟ ମସଲା, ବିଟ୍ ଲୁଣ, ତେଲ । ପ୍ରଣାଳୀ – ଏକ ପ୍ୟାନରେ ତେଲ ଗରମ କରନ୍ତୁ । ଏଥିରେ ମଖାନାକୁ ପକାଇ କ୍ରି«ି ହେବା ଯାଏଁ ଭାଜନ୍ତୁ । ଏହାପରେ ଏହାକୁ ଏକ ପାତ୍ରରେ କାଢନ୍ତୁ । ଏଥିରେ ସମସ୍ତ କଟା ସାମଗ୍ରୀ ପକାଇ ଗୋଳାନ୍ତୁ । ସମସ୍ତ ସାମଗ୍ରୀକୁ […]
ସାମଗ୍ରୀ – ମଖାନା, ଛୋଟ କଟା ପିଆଜ, କଟା ଟମାଟୋ,କଟା କଞ୍ଚାଲଙ୍କା, ଧନିଆ ପତ୍ର କଟା, ଭଜା ବାଦାମ, ଛଣା ସେଉ, ଲେମ୍ବୁ ରସ, ଚାଟ ମସଲା, ବିଟ୍ ଲୁଣ, ତେଲ ।
ପ୍ରଣାଳୀ – ଏକ ପ୍ୟାନରେ ତେଲ ଗରମ କରନ୍ତୁ । ଏଥିରେ ମଖାନାକୁ ପକାଇ କ୍ରି«ି ହେବା ଯାଏଁ ଭାଜନ୍ତୁ । ଏହାପରେ ଏହାକୁ ଏକ ପାତ୍ରରେ କାଢନ୍ତୁ । ଏଥିରେ ସମସ୍ତ କଟା ସାମଗ୍ରୀ ପକାଇ ଗୋଳାନ୍ତୁ । ସମସ୍ତ ସାମଗ୍ରୀକୁ ଭଲକରି ଗୋଳାଇ ନିଅନ୍ତୁ, ପ୍ରସ୍ତୁତ ହୋଇଯିବ ମଖାନା ଚାଟ୍ । ଏହା ଖୁବ ସ୍ୱାଦିଷ୍ଟ ହୋଇଥାଏ । ବର୍ଷାଦିନେ ଏହା ଖାଇବାକୁ ଭଲ ହୋଇଥାଏ ।
Tags:




