ପ୍ରଥମ ଡ଼େଟରେ କରନ୍ତୁ ନାହିଁ ଭୁଲ୍‍….

ଆପଣ ନିଜର ପ୍ରିୟଜନଙ୍କ ସହ ଡେଟ୍‍ ପାଇଁ ଯୋଜନା କରୁଛନ୍ତି କି? ତେବେ ପ୍ରଥମ ଥର ଡ଼େଟ୍‍ରେ ଗଲେ କେଉଁ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼େ ଜାଣି ରଖନ୍ତୁ। ନ ହେଲେ ହୁଏତ ଆପଣଙ୍କ ସମ୍ପର୍କ ବିଗିଡ଼ି ଯାଇପାରେ। ପ୍ରଥମ ଡେଟ୍‍ ସମୟରେ କେବେ ହେଲେ ବିବାହ କିମ୍ବା ପିଲା ଛୁଆଙ୍କ ସମ୍ବନ୍ଧରେ ଆଲୋଚନା କରିବା ଅନୁଚିତ। ଅତୀତ ସମ୍ପର୍କ ସମ୍ବନ୍ଧରେ ଆଲୋଚନା କରିବା ଅନୁଚିତ। କାରଣ ପ୍ରଥମ ଦେଖା ହିଁ କିଛି ସ୍ୱତନ୍ତ୍ରତା ରହିଥାଏ […]

Samaya Live Picture
Published On

ଆପଣ ନିଜର ପ୍ରିୟଜନଙ୍କ ସହ ଡେଟ୍‍ ପାଇଁ ଯୋଜନା କରୁଛନ୍ତି କି? ତେବେ ପ୍ରଥମ ଥର ଡ଼େଟ୍‍ରେ ଗଲେ କେଉଁ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼େ ଜାଣି ରଖନ୍ତୁ। ନ ହେଲେ ହୁଏତ ଆପଣଙ୍କ ସମ୍ପର୍କ ବିଗିଡ଼ି ଯାଇପାରେ।
ପ୍ରଥମ ଡେଟ୍‍ ସମୟରେ କେବେ ହେଲେ ବିବାହ କିମ୍ବା ପିଲା ଛୁଆଙ୍କ ସମ୍ବନ୍ଧରେ ଆଲୋଚନା କରିବା ଅନୁଚିତ।
ଅତୀତ ସମ୍ପର୍କ ସମ୍ବନ୍ଧରେ ଆଲୋଚନା କରିବା ଅନୁଚିତ। କାରଣ ପ୍ରଥମ ଦେଖା ହିଁ କିଛି ସ୍ୱତନ୍ତ୍ରତା ରହିଥାଏ ଅତୀତ ର ଘଟଣାବଳୀ ଆଲୋଚନା କରିବା ଦ୍ୱାରା ଉଭୟ ଙ୍କୁ ମାନସିକ ସ୍ଥରରେ ପରିବର୍ତ୍ତନ ଦେଖା ଦେଇଥାଏ।
ନିଜ ଅସୁବିଧା ସମ୍ପର୍କରେ ଆଲୋଚନା ଆଲୋଚନ କରିବା ଉଚିତ୍‍ ନୁହେଁ।
ପ୍ରଥମ ଡେଟ୍‍ର ତାରିଖ ସମୟରେ ଯେପରି କିଛି ପରିବର୍ତ୍ତନ ନହୁଏ ସେଥିପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପଡିଥାଏ।
ନିଜ ସମ୍ପର୍କ ରେ ବେଶି ଗପିବା କିମ୍ବା ନିଜ ର ମାତ୍ରାଧିକ ପ୍ରଶଂସା କରିବା ଅନୁଚିତ। ନିଜର ପ୍ରିୟଜନଙ୍କୁ ଅଧିକ କହିବାର ସୁଯୋଗ ଦେଇ ଧର୍ୟ୍ୟର ସହ ନିଜେ ଶୁଣିବା ଦରକାର।

Tags: