ଚିକେନ୍‌ ଆଳୁ କବାବ୍‌

ସାମଗ୍ରୀ ୨୫୦ଗ୍ରାମ ସିଝା ଆଳୁ, ୨୫୦ ଗ୍ରାମ ସିଝା ଚିକେନ୍‌, ଏକ ଚାମଚ ଗରମ ମସଲା, ଭଜା ଜୀରା ଗୁଣ୍ଡ, ଏକ ଚାମଚ ସୋୟା ସସ, ଗୋଲମରିଚ ଗୁଣ୍ଡ, କଞ୍ଚାଲଙ୍କା, ଧନିଆ ପତ୍ର, ୨ଟି ଅଣ୍ଡା, ବ୍ରେଡ୍‌ଗୁଣ୍ଡ । ପ୍ରଣାଳୀ ପ୍ରଥମେ ଏକ ପାତ୍ରରେ ସିଝା ଆଳୁ, ଚିକେନ୍‌, ଗରମ ମସଲା,ଲୁଣ, ଜୀରା ଗୁଣ୍ଡ, ମରିଚ ଗୁଣ୍ଡ, ଅଦାରସୁଣ ପେଷ୍ଟ, ପୋଦିନା ପତ୍ର, ସୋୟା ସସ୍‌, ଧନିଆ ପତ୍ର ପକାଇ ଗୋଳାନ୍ତୁ । ଏହାପରେ ଏହାକୁ ୧୦ […]

ଚିକେନ୍‌ ଆଳୁ କବାବ୍‌
Samaya Live Picture
Published On

ସାମଗ୍ରୀ
୨୫୦ଗ୍ରାମ ସିଝା ଆଳୁ, ୨୫୦ ଗ୍ରାମ ସିଝା ଚିକେନ୍‌, ଏକ ଚାମଚ ଗରମ ମସଲା, ଭଜା ଜୀରା ଗୁଣ୍ଡ, ଏକ ଚାମଚ ସୋୟା ସସ, ଗୋଲମରିଚ ଗୁଣ୍ଡ, କଞ୍ଚାଲଙ୍କା, ଧନିଆ ପତ୍ର, ୨ଟି ଅଣ୍ଡା, ବ୍ରେଡ୍‌ଗୁଣ୍ଡ ।
ପ୍ରଣାଳୀ
ପ୍ରଥମେ ଏକ ପାତ୍ରରେ ସିଝା ଆଳୁ, ଚିକେନ୍‌, ଗରମ ମସଲା,ଲୁଣ, ଜୀରା ଗୁଣ୍ଡ, ମରିଚ ଗୁଣ୍ଡ, ଅଦାରସୁଣ ପେଷ୍ଟ, ପୋଦିନା ପତ୍ର, ସୋୟା ସସ୍‌, ଧନିଆ ପତ୍ର ପକାଇ ଗୋଳାନ୍ତୁ । ଏହାପରେ ଏହାକୁ ୧୦ ରୁ୧୫ ମିନିଟ୍‌ ଫ୍ରିଜ୍‌ରେ ରଖିଦିଅନ୍ତୁ । ତାପରେ ଏହାକୁ ଟିକ୍କି ସେପ୍‌ ଦିଅନ୍ତୁ । ଏହାକୁ ଫେଣ୍ଟା ହୋଇଥିବା ଅଣ୍ଡାରେ ବୁଡାଇ ବ୍ରେଡ୍‌କ୍ରମ୍ବ୍‌ କୋଟ୍‌ କରି ଡିପ ଫ୍ରାଏ କରି ନିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଚିକେନ୍‌ ପଟାଟୋ କବାବ୍‌ ।

Tags: