ଗାର୍ଲିକ ଚିକେନ୍
ସାମଗ୍ରୀ – ଚିକେନ୍ ବ୍ରେଷ୍ଟ, ଶୁଖିଲା ଲଙ୍କା, ରସୁଣ ଗୋଟିଏ ବୁଦା ଚୋପା ଛଡା, ବଟର, ସୋୟା ସସ୍, ଚିକେନ୍ ମସଲା, ଓ୍ୱାଇନ୍, କଟା ପିଆଜ, ଲାଲ କ୍ୟାପସିକମ୍, ଅଣ୍ଡା, କର୍ଣ୍ଣଫ୍ଲୋର୍, ସୋୟା, ଧଳା ମରିଚ ଗୁଣ୍ଡ । ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ଚିକେନ୍ ବ୍ରେଷ୍ଟକୁ ଅଣ୍ଡା,ଲୁଣ ଓ କର୍ଣ୍ଣଫ୍ଲୋର ଦେଇ ଗୋଳାଇ ରଖିଦିଅନ୍ତୁ । ଏହାପରେ ଏହି ଖଣ୍ଡ ଗୁଡିକୁ ତେଲରେ ଛାଣି ନିଅନ୍ତୁ । ଆଉ ଏକ ପ୍ୟାନରେ ତେଲରେ ଶୁଖିଲା […]
ସାମଗ୍ରୀ – ଚିକେନ୍ ବ୍ରେଷ୍ଟ, ଶୁଖିଲା ଲଙ୍କା, ରସୁଣ ଗୋଟିଏ ବୁଦା ଚୋପା ଛଡା, ବଟର, ସୋୟା ସସ୍, ଚିକେନ୍ ମସଲା, ଓ୍ୱାଇନ୍, କଟା ପିଆଜ, ଲାଲ କ୍ୟାପସିକମ୍, ଅଣ୍ଡା, କର୍ଣ୍ଣଫ୍ଲୋର୍, ସୋୟା, ଧଳା ମରିଚ ଗୁଣ୍ଡ ।
ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ଚିକେନ୍ ବ୍ରେଷ୍ଟକୁ ଅଣ୍ଡା,ଲୁଣ ଓ କର୍ଣ୍ଣଫ୍ଲୋର ଦେଇ ଗୋଳାଇ ରଖିଦିଅନ୍ତୁ । ଏହାପରେ ଏହି ଖଣ୍ଡ ଗୁଡିକୁ ତେଲରେ ଛାଣି ନିଅନ୍ତୁ । ଆଉ ଏକ ପ୍ୟାନରେ ତେଲରେ ଶୁଖିଲା ଲଙ୍କା ଓ ରସୁଣ ପକାନ୍ତୁ । ଏହାକୁ ଅଳ୍ପ ସମୟ ପାଇଁ ଭାଜନ୍ତୁ । ତାପରେ ଏଥିରେ ବଟର, ସୋୟାସସ୍, ଚିକେନ୍ ଗୁଣ୍ଡ, ଓ୍ୱାଇନ୍ ପକାନ୍ତୁ । ଅଳ୍ପ ସମୟରେ ପରେ ଏଥିରେ ଚିକେନ୍, ପିଆଜ, କ୍ୟାପସିକମ୍, ପିଆଜ ସ„ା ପକାଇ ଅଳ୍ପ ସମୟ ଭାଜି ନିଅନ୍ତୁ । ପ୍ରସ୍ତୁତ ହୋଇଗଲା ଗାର୍ଲିକ୍ ଚିକେନ୍ ।




