କିମା ପେଟିସ୍
ସାମଗ୍ରୀ – ରନ୍ଧା ଛୋଟଛୋଟ କଟା ମଟନ୍, ବ୍ରେଡକ୍ରମ୍ବ, ଅଣ୍ଡା, ପିଆଜ କଟା, କଞ୍ଚା ଲଙ୍କା, କର୍ଣ୍ଣଫ୍ଲୋର, ଲଙ୍କା ଗୁଣ୍ଡ, କଟା ରସୁଣ, ହଳଦୀ, ଗରମ ମସଲା, ଜିରା ଗୁଣ୍ଡ, ଧନିଆ ପତ୍ର, ଧନିଆ ଗୁଣ୍ଡ । ପ୍ରଣାଳୀ – ସିଝା ମଟନରେ କଟା ପିଆଜ, କଞ୍ଚା ଲଙ୍କା, ଧନିଆ ପତ୍ର ପକାଇ ଗୋଳାନ୍ତୁ । ଏହାପରେ ଏଥିରେ ଗରମ ମସଲା, ଲଙ୍କା ଗìଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲୁଣ, କର୍ଣ୍ଣଫ୍ଲୋର ଗୋଳାଇ ନିଅନ୍ତୁ । […]
ସାମଗ୍ରୀ – ରନ୍ଧା ଛୋଟଛୋଟ କଟା ମଟନ୍, ବ୍ରେଡକ୍ରମ୍ବ, ଅଣ୍ଡା, ପିଆଜ କଟା, କଞ୍ଚା ଲଙ୍କା, କର୍ଣ୍ଣଫ୍ଲୋର, ଲଙ୍କା ଗୁଣ୍ଡ, କଟା ରସୁଣ, ହଳଦୀ, ଗରମ ମସଲା, ଜିରା ଗୁଣ୍ଡ, ଧନିଆ ପତ୍ର, ଧନିଆ ଗୁଣ୍ଡ ।
ପ୍ରଣାଳୀ – ସିଝା ମଟନରେ କଟା ପିଆଜ, କଞ୍ଚା ଲଙ୍କା, ଧନିଆ ପତ୍ର ପକାଇ ଗୋଳାନ୍ତୁ । ଏହାପରେ ଏଥିରେ ଗରମ ମସଲା, ଲଙ୍କା ଗìଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲୁଣ, କର୍ଣ୍ଣଫ୍ଲୋର ଗୋଳାଇ ନିଅନ୍ତୁ । ସମସ୍ତ ସାମଗ୍ରୀକୁ ଗୋଳାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାପରେ ଏହି ମିଶ୍ରଣରୁ ଟିMି ପ୍ରସ୍ତୁତ କରନ୍ତୁ । ଟିକି ଗୁଡିକୁ ଫ୍ରାଏ କରି ନିଅନ୍ତୁ । ଏହି ଟିMିକୁ ଗରମ ଗରମ ପରଷନ୍ତୁ ।




